Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସୋନୁ ସୁଦ କହିଲେ ବଲିଉଡରେ ତାଙ୍କ ସଂଘର୍ଷର କାହାଣୀ : ତା’ପରେ ଟି-ଶାର୍ଟ ଖୋଲିବାକୁ କହିଥିଲେ ଡାଇରେକ୍ଟର

6/06/2020 at 1:00 PM

ମୁମ୍ବାଇ ୬/୬: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଫିଲ୍ମରେ ଅଭିନୟ ପାଇଁ ନୁହେଁ ବରଂ ଉଦାର ହୃଦୟ ପାଇଁ ଜଣାଯାଇଥାଏ। ସେ ଗତ କିଛି ଦିନ ହେବ ଲକଡାଉନ୍ ଯୋଗୁଁ ମୁମ୍ବାଇରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଉଛନ୍ତି। ଚାରିଆଡ଼େ ତାଙ୍କର ଏହି ଉଦାର କାମର ଚର୍ଚ୍ଚା ହେଉଅଛି। ସୋନୁ ସୁଦଙ୍କ ବଲିଉଡ ଯାତ୍ରା ଖୁବ୍ କଠିନ ରହିଥିଲା। ସେ ବଲିଉଡ ଫିଲ୍ମରେ କାମ ପାଇବାକୁ ବହୁତ ଉଦ୍ୟମ କରିଥିଲେ,କିନ୍ତୁ କୌଣସି ସଫଳତା ମିଳିନଥିଲା। ଏହା ପରେ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ପାଦ ଥାପିଥିଲେ।

View this post on Instagram

✌️

A post shared by Sonu Sood (@sonu_sood) on

ସୋନୁଙ୍କ ପ୍ରଥମ ଫିଲ୍ମର ପ୍ରଡ୍ୟୁସର ତାଙ୍କୁ ଟି-ଶାର୍ଟ ଖୋଲି ବଡି ଦେଖାଇବାକୁ କହିଥିଲେ। ସୋନୁ ତାଙ୍କ ବଡି ଦେଖାଇବାରୁ ପ୍ରଡ୍ୟୁସର ତାଙ୍କୁ ନିଜ ଫିଲ୍ମ ପାଇଁ ସାଇନ୍ କରିଥିଲେ। ଏହି ଘଟଣା ବିଷୟରେ ସୋନୁ ଏକ ସାକ୍ଷାତକାରରେ କହିଥିଲେ। ସୋନୁ ଯେତେବେଳେ ମୁମ୍ବାଇ ପହଞ୍ଚିଥିଲେ ତାଙ୍କ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ସେ ଗୋଟିଏ ଅଫିସରୁ ଆଉ ଗୋଟିଏ ଦୌଡ଼ୁଥିଲେ। ସେଠାରେ ସେ ନିଜ ଫଟୋ ଦେଖାଉଥିଲେ। ତାଙ୍କୁ ରିଜେକ୍ଟ କରି ଦିଆଯାଉଥିଲା।

ତାଙ୍କୁ ମୁମ୍ବାଇ ରାସ୍ତା ଜାଣିବାକୁ ବର୍ଷେ ଦୁଇବର୍ଷ ଲାଗିଯାଇଥିଲା। ଏହା ପରେ ତାମିଲ ଭାଷାର ଜଣେ କୋର୍ଡ଼ିନେଟରଙ୍କୁ ତାଙ୍କ ଫଟୋ ଭଲ ଲାଗିଲା ଏବଂ ଏହା ପରେ ସେ ତାଙ୍କୁ ଡକାଇଥିଲେ। ସେ ଟ୍ରେନରେ ଚେନ୍ନାଇ ପହଞ୍ଚିଥିଲେ ଏବଂ ପ୍ରଥମ ଫିଲ୍ମ ସାଇନ୍ କରିଥିଲେ।

   Related Posts