ବିବାହର ତିନିମାସ ହୋଇନି ପ୍ରିୟଙ୍କାଙ୍କ ଶଶ୍ଵରଘରୁ ଆସିଲା ଶୁଭ ଖବର...ଜାଣିବେ ଯଦି ଧର୍ଯ୍ୟଧରି ପଢ଼ନ୍ତୁ

Published By : Prameya-News7 Bureau | February 09, 2019 IST

ଆପଣଙ୍କ ମନ ଭିତରେ  ନିଶ୍ଚୟ ଉଙ୍କି ମାରୁଥିବ..ପ୍ରିୟଙ୍କାଙ୍କ ବିବାହର ତିନିମାସ ହେଲାଣି କିଛି ଖୋଜଖବର କଣ ନାହିଁ । କଣ ପ୍ରିୟଙ୍କାଙ୍କ ସିନେମା, ସାଂସାରିକ ଜୀବନରେ କିଛି ଘଟୁନାହିଁ ନା କଣ ।

{"id":83719}

ହଁ, ଘଟିଲାଣି ଅନେକ କିଛି , ହେଲେ ଆପଣଙ୍କୁ କିଛି କହି ନଥିଲୁ ।

{"id":83720}

ସବୁ ଘଟିବା କଥା ଆପଣଙ୍କୁ ଯେତେବେଳେ କହିଛୁ...ଯେମିତି ବିବାହ, ହନିମୁନ..ଆଦି କଥା । ତା ପରବର୍ତ୍ତୀ କଥା କଣ ଘଟିବ କହିବୁନି ବୋଲି ଆପଣ ଭାବିଲେ କେମିତି ? କହିବୁ ନିଶ୍ଚୟ ....

{"id":83721}

ବିବାହ ପରେ ଉଭୟ ପ୍ରିୟଙ୍କା ଓ ନିକ୍  ନିଜ ନିଜ କାମରେ ବ୍ୟସ୍ତ ରହିଗଲେଣି । ପ୍ରିୟଙ୍କାଙ୍କ ଶଶ୍ଵର ଘର ତରଫରୁ ଯାହା ସ୍ଫଷ୍ଟ କରାଯାଇଛି, ସେ ଏବେ ନିଜର ହଲିଉଡ଼ ସିନେମା IS NOT IT ROMANTIC  ପାଇଁ ବ୍ୟସ୍ତ ଅଛନ୍ତି । ସେଥିପାଇଁ ସେହି ସିନେମାର ପ୍ରମୋଶନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

{"id":83722}

ଏହି ସିନେମା ପ୍ରିୟଙ୍କାକୁ ହଲିଉଡ଼ରେ ଗୋଟେ ବଡ଼ କ୍ରେଜ ଦେବ ବୋଲି ଜଣାଯାଇଛି । ପ୍ରିୟଙ୍କା ଏହି ସିନେମାରେ  ରୋମାଣ୍ଟିକ ସରପ୍ରାଇଜ ଦର୍ଶକଙ୍କୁ ଦେବେ ବୋଲି ଜଣାଯାଇଛି ।

ଦେଖାଯାଉ ଆଗକୁ ପ୍ରିୟଙ୍କା ସିନେମାରେ ନିଜର କରିସ୍ମା କେତେ ଦେଖାଉଛନ୍ତି । ବୈବାହିକ ଜୀବନରେ ଉଭୟ ଖୁସିଥିବା କଥା ଜଣାଯାଇଛି ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.