Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ବିବାହର ତିନିମାସ ହୋଇନି ପ୍ରିୟଙ୍କାଙ୍କ ଶଶ୍ଵରଘରୁ ଆସିଲା ଶୁଭ ଖବର…ଜାଣିବେ ଯଦି ଧର୍ଯ୍ୟଧରି ପଢ଼ନ୍ତୁ

9/02/2019 at 6:48 PM

ଆପଣଙ୍କ ମନ ଭିତରେ  ନିଶ୍ଚୟ ଉଙ୍କି ମାରୁଥିବ..ପ୍ରିୟଙ୍କାଙ୍କ ବିବାହର ତିନିମାସ ହେଲାଣି କିଛି ଖୋଜଖବର କଣ ନାହିଁ । କଣ ପ୍ରିୟଙ୍କାଙ୍କ ସିନେମା, ସାଂସାରିକ ଜୀବନରେ କିଛି ଘଟୁନାହିଁ ନା କଣ ।

ହଁ, ଘଟିଲାଣି ଅନେକ କିଛି , ହେଲେ ଆପଣଙ୍କୁ କିଛି କହି ନଥିଲୁ ।

ସବୁ ଘଟିବା କଥା ଆପଣଙ୍କୁ ଯେତେବେଳେ କହିଛୁ…ଯେମିତି ବିବାହ, ହନିମୁନ..ଆଦି କଥା । ତା ପରବର୍ତ୍ତୀ କଥା କଣ ଘଟିବ କହିବୁନି ବୋଲି ଆପଣ ଭାବିଲେ କେମିତି ? କହିବୁ ନିଶ୍ଚୟ ….

ବିବାହ ପରେ ଉଭୟ ପ୍ରିୟଙ୍କା ଓ ନିକ୍  ନିଜ ନିଜ କାମରେ ବ୍ୟସ୍ତ ରହିଗଲେଣି । ପ୍ରିୟଙ୍କାଙ୍କ ଶଶ୍ଵର ଘର ତରଫରୁ ଯାହା ସ୍ଫଷ୍ଟ କରାଯାଇଛି, ସେ ଏବେ ନିଜର ହଲିଉଡ଼ ସିନେମା IS NOT IT ROMANTIC  ପାଇଁ ବ୍ୟସ୍ତ ଅଛନ୍ତି । ସେଥିପାଇଁ ସେହି ସିନେମାର ପ୍ରମୋଶନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ଏହି ସିନେମା ପ୍ରିୟଙ୍କାକୁ ହଲିଉଡ଼ରେ ଗୋଟେ ବଡ଼ କ୍ରେଜ ଦେବ ବୋଲି ଜଣାଯାଇଛି । ପ୍ରିୟଙ୍କା ଏହି ସିନେମାରେ  ରୋମାଣ୍ଟିକ ସରପ୍ରାଇଜ ଦର୍ଶକଙ୍କୁ ଦେବେ ବୋଲି ଜଣାଯାଇଛି ।

ଦେଖାଯାଉ ଆଗକୁ ପ୍ରିୟଙ୍କା ସିନେମାରେ ନିଜର କରିସ୍ମା କେତେ ଦେଖାଉଛନ୍ତି । ବୈବାହିକ ଜୀବନରେ ଉଭୟ ଖୁସିଥିବା କଥା ଜଣାଯାଇଛି ।

  

   Related Posts