Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରିୟଙ୍କା ଚୋପଡା ସାଇନ କରିଲେ ଆଉ ଏକ ଫିଲ୍ମ

17/03/2019 at 1:08 PM

ମୁମ୍ୱାଇ୧୭|୩: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ନିକ୍‌ଙ୍କ ସହ ବିବାହ କରିଲା ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି। ଅଧିକାଂଶ ସମୟରେ ଉଭୟଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରିୟଙ୍କା ମଧ୍ୟ ଦୁହିଁଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି। ବିବାହ ପରେ ପ୍ରିୟଙ୍କା ସୋନାଲୀ ବୋସଙ୍କ ଫିଲ୍ମ “ସ୍କାଏ ଇଜ ପିଙ୍କ”ର ଶୁଟିଂ କରିବା ଆରମ୍ଭ କରିଥିଲେ।

ଏବେ ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ହୋଇଛି। ଅନେକ ଦିନ ପରେ ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କାଙ୍କୁ ପୁଣି ପରଦାରେ ଦେଖିବାକୁ ମିଳିବ।  ଏହି ସିନେମାରେ ପ୍ରିୟଙ୍କାଙ୍କ ବିପକ୍ଷରେ ଫରହାନ ଅଖତରଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବାରେ ଦେଖିବାକୁ ମିଳିବ। ଏହା ସହ ଯାୟରା ୱସିମ ମଧ୍ୟ ପିଲ୍ମରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଚୋପଡା ଆଉ ଏକ ଫିଲ୍ମ ସାଇନ କରିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ପ୍ରିୟଙ୍କା ସଂଜୟ ଲିଳା ଭଂଶାଲୀଙ୍କ ଫିଲ୍ମ ସାଇନ କରିଛନ୍ତି। ୨୦୧୮ ମସିହା ଡିସେମ୍ୱର ମାସରେ ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହ ପରେ ପ୍ରିୟଙ୍କାଙ୍କ ହଲିଉଡ ଚଳଚ୍ଚିତ୍ର “ଇଜ୍‌ ଇଣ୍ଟ ରୋମାଣ୍ଟିକ୍‌” ରିଲିଜ ହୋଇଥିଲା। ଏହି ଫିଲ୍ମକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଥିଲେ।     

   Related Posts