ମିୟାମି ବିଚ୍ ରେ ପ୍ରିୟଙ୍କା ଚୋପଡାଙ୍କ ହଟ୍ ଫଟୋଶୁଟ୍ ସୋସିଆଲ ମିଡିଆରେ ହେଉଛି ଭାଇରାଲ

Published By : Prameya-News7 Bureau | August 02, 2019 IST

ମୁମ୍ବାଇ୨|୮: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଓ ନିକ୍‌ ଯୋନାସ ନିଜ ରୋମାଣ୍ଟିକ ଭେକେଶନର ମିୟାମିରେ କାଟୁଛନ୍ତି।

{"id":140050}

ପ୍ରିୟଙ୍କା ନିଜ ପରିବାର ସହଭେକେଶନର ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

{"id":140055,"width":587,"height":404}

ଏହା ସହ ଯୋନାସ ସହ ମଧ୍ୟ ଅନେକ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି।

{"id":140051}

କେବଳ ସେତିକି ନୁହେଁ ପ୍ରିୟଙ୍କା ନିଜ ହଟ୍‌ ବିକିନି ଫଟୋ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

{"id":140052}

ଫଟୋରେ ପ୍ରିୟଙ୍କା ଲେଖିଛନ୍ତି ଯେ, ଛୁଟିର ସଠିକ୍‌ ବ୍ୟବହାର କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ।

{"id":140053}

ପ୍ରିୟଙ୍କାର ଏହି ହଟ୍‌ ଫଟୋ ସ୍ବାମୀ ନିକ୍‌ ଉଠାଇଥିଲେ।ନିଜ ଜନ୍ମଦିନ ପାଳନ କରିବା ପାଇଁ ପ୍ରିୟଙ୍କା ପରିବାର ସହ ମିୟାମି ଯାଇଥିଲେ।

{"id":140054}

ପ୍ରିୟଙ୍କା ନିଜ ଭାଇ ଭଉଣୀ ଓ ସାସୁ, ସ୍ବସୁରଙ୍କ ସହ ସ୍ପଟ୍‌ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.