Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସିଲ୍ ହେଲା ପୂରା ୟୁନିଭର୍ସିଟି : କରୋନା ସଂକ୍ରମିତ ଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବେ କ୍ବାରେଣ୍ଟାଇନରେ

15/04/2020 at 5:22 PM

ଜଲନ୍ଧର ୧୫/୪: ଜଲନ୍ଧର-ଫଗଓ୍ବାଡ଼ାର ସ୍ଥାନୀୟ ମୁଖ୍ୟ ଜାତୀୟ ପଥରେ ଥିବା ଘରୋଇ ୟୁନିଭର୍ସିଟିରେ କରୋନା ଭାଇରସର ମାମଲା ସାମନାକୁ ଆସିବା ପରେ ଆଜି ଏହାକୁ ସିଲ୍ କରି ଦିଆଯାଇଛି। ଏବେ ୟୁନିଭର୍ସିଟି ହଷ୍ଟେଲ୍ ପରିସରରେ କର୍ମଚାରୀଙ୍କ ସହ ୨୪୩୧ଜଣ ସଦସ୍ୟ ଅଛନ୍ତି।

ଏହା ସହିତ କରୋନା ସଂକ୍ରମିତ ଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ୨୪୦୦ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ କ୍ବାରେଣ୍ଟାଇନ୍ କରି ଦିଆଯାଇଛି। ଘରୋଇ ୟୁନିଭର୍ସିଟିର କରୋନା ଭାଇରସ ସଂକ୍ରମିତ ଛାତ୍ରୀ ବର୍ତ୍ତମାନ କପୁରଥାଲାରେ ଥିବା ସରକାରୀ ଆଇସୋଲେସନ୍ ସେଣ୍ଟରେ ଚିକିତ୍ସାଧୀନ ଅଛନ୍ତି। ସେ କିନ୍ତୁ ପୂରାପୂରି ସୁସ୍ଥ ଅଛନ୍ତି। ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହଷ୍ଟେଲ୍ ଅଞ୍ଚଳ ସହ ୟୁନିଭର୍ସିଟି ଆଖପାଖକୁ ସିଲ୍ କରି ଦିଆଯାଇଛି।

   Related Posts