ଜୟପୁରରେ ଘରୋଇ ବସ୍ ମାଲିକ ସଂଘର ୧୨ ଘଣ୍ଟିଆ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ
4/01/2020 at 12:24 PM

ଜୟପୁର ୪।୧: ଜୟପୁରରେ ଘରୋଇ ବସ୍ ମାଲିକ ସଂଘର ୧୨ ଘଣ୍ଟିଆ ଧର୍ମଘଟ । ବିଭିନ୍ନ ଦାବି ନେଇ ଧର୍ମଘଟ ଚଳାଇଛନ୍ତି ବସ୍ ମାଲିକ ସଂଘ ।

ଘରୋଇ ବସଷ୍ଟାଣ୍ଡର ଉନ୍ନତିକରଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦାବିରେ ଧର୍ମଘଟ ଚାଲିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବସ୍ ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021