Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ସହ ଲଢ଼ିବାକୁ ଆଗକୁ ଆସିଲେ ୫୦୦ରୁ ଅଧିକ କଏଦୀ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ଲକ୍ଷାଧିକ ଟଙ୍କାର ପାରିଶ୍ରମିକ

16/04/2020 at 6:05 PM

ମିରଟ ୧୬/୪ :  ପଶ୍ଚିମ ଉତ୍ତର ପ୍ରଦେଶର ୫ଟି ଜିଲ୍ଲାରେ ୫୦୦ରୁ ଅଧିକ କଏଦୀ କରୋନା ମହାମାରୀ ଭୋଗୁଥିବା ରୋଗୀଙ୍କ ଦେଖାଶୁଣା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ୨.୩ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି।

ଜେଲରେ ସିଲେଇ,ବୁଣା ଏବଂ ବଢ଼େଇ କାମ କରି ମିଳୁଥିବା ପାରିଶ୍ରମିକରୁ କଏଦୀମାନେ ଟଙ୍କା ଜମା କରିଥିଲେ। ଏହି କଏଦୀ ମିରଟ,ମୁଜାଫରନଗର,ବୁଲନ୍ଦସହର,ଗାଜିଆବାଦ ଏବଂ ବାଗପତ ଜେଲରୁ ଅଟନ୍ତି।

ଜେଲ୍ ପ୍ରଶାସନ ଏବଂ ସୁଧାର ସେବାର ମହାନିର୍ଦେଶକ କହିଛନ୍ତି ଯେ ଏହି ମହାମାରୀ ବିରୋଧରେ ଏହି ଯୁଦ୍ଧରେ ସରକାରଙ୍କ ସାହାଯ୍ୟ ପାଇଁ ତାଙ୍କ ସଙ୍କଳ୍ପକୁ ଦର୍ଶାଉଛନ୍ତି। କଏଦୀଙ୍କୁ ଯେଉଁ ବେତନ ମିଳିଥାଏ ଏହାର ଉପଯୋଗ ଜେଲ୍ କ୍ୟାଣ୍ଟିନର ଜିନିଷ କିଣିବା ପାଇଁ ବ୍ୟବହାର କରାଯାଇଥାଏ,କିନ୍ତୁ ସେମାନେ ସରକାରୀ କୋଷରେ ଏହି ଟଙ୍କାକୁ ଦାନ କରିବାର ନିଷ୍ପତ୍ତି ନେଇଛନ୍ତି।

ଗାଜିଆବାଦର କଏଦୀମାନେ ୮୪,୬୦୦,ମିରଟର କଏଦୀମାନେ ୮୧,୭୦୦ ଏବଂ ମୁଜାଫରନଗରର କଏଦୀମାନେ ୨୮,୦୦୦ଟଙ୍କା ଜମା କରିଥିଲେ।

   Related Posts