ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16/01/2021 at 1:48 PM

ଭୁବନେଶ୍ବର ୧୬।୧: ଭୁବନେଶ୍ବର ଝାରପଡା ଜେଲ୍ ରେ କଏଦୀର ମୃତ୍ୟୁ ଅଭିଯୋଗ । ମୃତ କଏଦୀ ନୟାଗଡ ଜିଲ୍ଲାର ରବି ଦୁଲ୍ଲା ବୋଲି ଜଣାପଡିଛି । ରବି ଦୁଲ୍ଲା ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ରବି ନୟାଗଡ ଥାନା ପୋଡି ଘଟଣାର ଅଭିଯୁକ୍ତ ଥିଲେ ।
Related Posts
ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
27 February 2021