ଭୁବନେଶ୍ବର ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କୁ ମୃତ୍ୟୁ

Published By : Prameya-News7 Bureau | May 12, 2018 IST

କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କୁ ମୃତ୍ୟୁ । ମୃତ କଏଦୀ ଜିତେନ୍ଦ୍ର ବିଶ୍ବାଳ ।  ଆଜି ଭୋରରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି । ପିପିଲିର ଏକ ଦୁଷ୍କର୍ମ ମାମଲାରେ ବିଚାରଧୀନ କଏଦୀ ଭାବରେ ଥିଲା ଜିତେନ୍ଦ୍ର । ଗତ ୭ ତାରିଖ ଦିନ କୋର୍ଟରେ ହାଜିରା ବେଳେ ବାପା ଓ ଓକିଲଙ୍କୁ ଆକ୍ରମଣ କରିଥିଲା ଜିତେନ୍ଦ୍ର । ତେବେ କୋର୍ଟରେ ବାରମ୍ବାର ନିଜ ଦୋଷ ସ୍ବୀକାର କରି ଶୀଘ୍ର ଦଣ୍ଡ ଦେବା ପାଇଁ ଅନୁରୋଧ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.