ଜେଲରୁ କଏଦୀ ଫେରାର
28/07/2018 at 6:35 AM

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ କାରାଗାର ରୁ ୭ ବର୍ଷର ସଜା ଭୋଗୁଥିବା କଏଦୀ ଫେରାର । ଯୌତୁକ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କଏଦୀ ଭୋର ସାଗର ଶବର ଜେଲ ବଗିଚାରେ ନିୟୋଜିତ ଥିବା ସମୟରେ ଚମ୍ପଟ ମାରିଥିବା ଜଣାପଡିଛି । ଗତ ୩୦.୦୭.୧୭ ରୁ କଏଦୀ ଜଣକ ସଜା କାଟୁଥିଲେ । ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଜେଲ କର୍ତ୍ତୃପକ୍ଷ ଏତଲା ପରେ ପୋଲିସ ର ତନାଘନା ଆରମ୍ଭ ହୋଇଛି ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021