Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନାବାଳିକା ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀକୁ ପୁତ୍ରହତ୍ୟା ଅପରାଧରେ ଦଣ୍ଡ ଭୋଗୁଥିବା କଏଦୀ ଜେଲ ଭିତରେ କଲା ହତ୍ୟା

2/12/2018 at 4:57 PM

ଫୁଲବାଣୀ୨|୧୨: ଫୁଲବାଣୀ ଜିଲ୍ଲା କାରାଗାର ମଧ୍ୟରେ ଶନିବାର ଅପରାହ୍ନରେ ସଜ୍ଜା କାଟୁଥିବା ୨ ଜଣ କଏଦୀଙ୍କ ମଧ୍ୟରେ ମାଡପିଟ୍ ହୋଇ ଜଣେ କଏଦୀର ମୃତ୍ୟୁ ଘଟିଛି। ମୃତକ ହେଲେ ଲକ୍ଷ୍ମଣ ନାୟକ। ତାଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ।

ଲକ୍ଷ୍ମଣ ନାବାଳିକା ଦୁର୍ଷ୍କମ ମାମଲାରେ 8 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ୨୦୧୩ରୁ ସଜ୍ଜା କାଟୁଥିଲେ। ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଲକ୍ଷ୍ମଣକୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଓ ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଥିଲା। ସେହିପରି ଆକ୍ରମଣ କରିଥିବା କାହ୍ନୁ ପ୍ରଧାନ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ୨୦୦୬ରୁ ଆଜୀବନ ସଜ୍ଜା କାଟୁଛି। କାହ୍ନୁର ମାନସିକ ଅବସ୍ଥା ଭଲନଥିଲା । ସେ ଅତର୍କିତ ଭାବେ ଲକ୍ଷ୍ମଣଙ୍କ ଉପରକୁ ଆକ୍ରମଣ କରିଥିଲା ବୋଲି ଜେଲ ସୁପରିଟେଣ୍ଡଂଟ କହିଛନ୍ତି।

ଫୁଲବାଣୀ ଜେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥତ୍ବା ସତ୍ବେ କିଭଳି କଏଦୀଙ୍କ ମଧ୍ୟରେ ମାଡପିଟ୍ ହେଲା ଓ ଜଣଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାଉନଥାନା ପୋଲିସ ଘଟଣାର ତଦନ୍ତ କରୁଛି।

   Related Posts