ବୌଦ୍ଧ ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ
12/11/2018 at 12:14 PM

ବୌଦ୍ଧ ୧୨/୧୧: ବୌଦ୍ଧ ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ କଏଦୀ ଜଣକ ହେଉଛନ୍ତି ଛତିଶଗଡ଼ର ଗୋପାଳ ବିଶ୍ବାସ। ସେ ଗଞ୍ଜେଇ ବ୍ୟବସାୟରେ ଗିରଫ ହୋଇ ଜେଲରେ ଥିଲେ।ସେ ଗତ ୮ ମାସ ତଳେ ଗିରଫ ହୋଇ ବୌଦ୍ଧ ଜେଲରେ ଥିଲେ। ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।