Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋର ନିର୍ବାଚନ ମଣ୍ଡଳୀରେ ଅଂଶୁଘାତରେ ପ୍ରିଜାଇଡିଂ ଅଫିସର ଗୁରୁତର

29/04/2019 at 2:26 PM

ସୋର ୨୯/୪ : ସୋର ନିର୍ବାଚନମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଗୁରୁତର ହୋଇଛନ୍ତି | ଗୁରୁତର ସ୍ଵାଗତିକ ନାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସ୍ଵାଗତିକ ନାୟକ ସୋର ୫୦ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ହୋଇଥିଲେ | ଅଂଶୁଘାତ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି | ମତଦାନ ବେଳେ ସେ ହଠାତ ବେହୋସ ହୋଇଯାଇଥିଲେ | ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

   Related Posts