ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅର୍ଥନୀତି ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ

Published By : Prameya-News7 Bureau | October 22, 2019 IST

ନୂଆଦିଲ୍ଲୀ ୨୨।୧୦ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଅର୍ଥନୀତି ନୋବେଲ ପୁରସ୍କାର ଜିତିଥିବା ଅଭିଜିତ ବାନାର୍ଜୀ । ସାକ୍ଷାତ ପରେ ମୋଦି ଟୁଇଟ୍ କରି ଲେଖିଛନ୍ତି, ଆମ ଭିତରେ ଗଠନମୂଳକ ଆଲୋଚନା ହୋଇଛି, ଅଭିଜିତଙ୍କ ଲାଗି ଭାରତ ଗର୍ବିତ ।

ସେପଟେ ଅଭିଜିତ ବାନାର୍ଜୀ କହିଛନ୍ତି, ଆଲୋଚନା ନେଇ ମୁଁ ଖୁସି । ଭାରତକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ବିଚାରଧାରା ରଖିଥିବା ଅଭିଜିତ ବାନାର୍ଜୀ କହିଛନ୍ତି । ସେହିପରି ସେ ନୋବେଲ୍ ପାଇବା ପରେ ତାଙ୍କର ବୟାନକୁ ବିଭିନ୍ନ ସ୍ଥାନରେ କଦର୍ଥ କରାଯାଇଥିବା ସ୍ପଷ୍ଟ କରିଥିଲେ ଅଭିଜିତ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.