Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ସ୍ଥିତି ନେଇ ସାରା ଦେଶରେ ଲକ୍‌ଡାଉନ୍‌, ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ ଜରିଆରେ ଦେଶବାସୀଙ୍କୁ କରିବେ ସମ୍ବୋଧନ

29/03/2020 at 7:25 AM

ନୂଆଦିଲ୍ଲୀ ୨୯।୦୩:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ମନ୍‌ କି ବାତ୍‌ କାର୍ଯ୍ୟକ୍ରମ  ।  COVID-19 ମହାମାରୀ ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ରବିବାର ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି ।  ଏ ନେଇ ଶନିବାର ରାତିରେ ଏକ ଟୁଇଟ୍ ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଆଜିର ମନ କି ବାତରେ COVID-19  ସ୍ଥିତି ଉପରେ ବିଶେଷ ଧ୍ୟାନ ଦେବେ।

କରୋନା ଭାଇରସରେ ଦେଶ ଆଉଟୁ ପାଉଟ ହେଉଥିବା ବେଳେ ଏ ନେଇ ଜାରି ରହିଥିବା  ଲକ ଡାଉନ ଏବଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ  ସମ୍ପର୍କରେ ସେ ଆଲୋଚନା କରିବେ । ବର୍ତ୍ତମାନ ସମୟରେ କରୋନା ଭାଇରସ୍ ଯୋଦ୍ଧା – ଡାକ୍ତର, ନର୍ସ, ପୋଲିସ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଜିର ‘ମନ କି ବାତ ଉତ୍ସର୍ଗ କରିପାରନ୍ତି।

   Related Posts