Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀ ପଦଯାତ୍ରା : 9pm Discussion (05.11.2018)

6/11/2018 at 12:08 AM

ଆମର ଆଜିର ବିତର୍କ, ଚାଷୀ ବନାମ ସରକାର ।
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀ ପଦଯାତ୍ରା କରିଥିଲେ ଚାଷୀ । ହେଲେ ପଶିବା ପୂର୍ବରୁ ପୋଲିସd ସେମାନଙ୍କୁ ଅଟକାଇ ଗିରଫ କରିନେଇଥିଲା । ଚାଷୀଙ୍କୁ ରାଜଧାନୀ ମନା ହୋଇଥିବା ବେଳେ, ନେତାଙ୍କୁ ଗାଁ ମନା ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଚାଷୀ ସମସ୍ୟାର ସମାଧାନ ନେଇ ସରକାର ୩ ଜଣିଆ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ହେଲେ ବିରୋଧୀ ଏହି କମିଟିକୁ ନାପସନ୍ଦ କରିଛନ୍ତି । କେବଳ ସମୟ ଗଡ଼ାଇବା ପାଇଁ ଏହି କମିଟି ବୋଲି କହିଛନ୍ତି ।

   Related Posts