ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀ ପଦଯାତ୍ରା : 9pm Discussion (05.11.2018)

Published By : Prameya-News7 Bureau | November 06, 2018 IST

ଆମର ଆଜିର ବିତର୍କ, ଚାଷୀ ବନାମ ସରକାର । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀ ପଦଯାତ୍ରା କରିଥିଲେ ଚାଷୀ । ହେଲେ ପଶିବା ପୂର୍ବରୁ ପୋଲିସd ସେମାନଙ୍କୁ ଅଟକାଇ ଗିରଫ କରିନେଇଥିଲା । ଚାଷୀଙ୍କୁ ରାଜଧାନୀ ମନା ହୋଇଥିବା ବେଳେ, ନେତାଙ୍କୁ ଗାଁ ମନା ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଚାଷୀ ସମସ୍ୟାର ସମାଧାନ ନେଇ ସରକାର ୩ ଜଣିଆ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ହେଲେ ବିରୋଧୀ ଏହି କମିଟିକୁ ନାପସନ୍ଦ କରିଛନ୍ତି । କେବଳ ସମୟ ଗଡ଼ାଇବା ପାଇଁ ଏହି କମିଟି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.