ପ୍ରିଅଙ୍କାଙ୍କ ନିର୍ବନ୍ଧ

Published By : Prameya-News7 Bureau | July 27, 2018 IST

ବେଶ୍ କିଛି ଦିନ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍ ଙ୍କ ମଧ୍ୟରେ ଆଫୟାର ନେଇ ବଲିଉଡ୍ ଗସିପ୍ ମିଲରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ଖବର ଆସିଛି ଯେ ଦୁହେଁ ସେମାନଙ୍କର ରିଲେସନସିପକୁ ଆଉ ପାଦେ ଆଗେଇ ନେଇଛନ୍ତି। ଲଣ୍ଡନରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିବା କୁହାଯାଇଛି। ଏବେ ଅକ୍ଟୋବରରେ ବାହାଘର ହେବ। ଲଣ୍ଡନରେ ପ୍ରିୟଙ୍କା ତାଙ୍କର ୩୬ତମ ବାର୍ଥଡେ ସେଲିବ୍ରେସନ ଅବସରରେ ନିର୍ବନ୍ଧ ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.