Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ପ୍ରିଅଙ୍କାଙ୍କ ନିର୍ବନ୍ଧ

27/07/2018 at 1:41 PM

ବେଶ୍ କିଛି ଦିନ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍ ଙ୍କ ମଧ୍ୟରେ ଆଫୟାର ନେଇ ବଲିଉଡ୍ ଗସିପ୍ ମିଲରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ଖବର ଆସିଛି ଯେ ଦୁହେଁ ସେମାନଙ୍କର ରିଲେସନସିପକୁ ଆଉ ପାଦେ ଆଗେଇ ନେଇଛନ୍ତି। ଲଣ୍ଡନରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିବା କୁହାଯାଇଛି। ଏବେ ଅକ୍ଟୋବରରେ ବାହାଘର ହେବ। ଲଣ୍ଡନରେ ପ୍ରିୟଙ୍କା ତାଙ୍କର ୩୬ତମ ବାର୍ଥଡେ ସେଲିବ୍ରେସନ ଅବସରରେ ନିର୍ବନ୍ଧ ହୋଇଥିବା କୁହାଯାଉଛି।

   Related Posts