Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଅନୁଗୋଳରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ତଫସିଲଭୁକ୍ତ ଜାତିର ଲୋକଙ୍କଠୁ ବେଆଇନ ଭାବେ କିଣା ଯାଇଥିବା ଜମି ଫେରାଇବାକୁ ଦାବି

2/11/2020 at 9:42 PM

ଅନୁଗୋଳ, ୦୨୧୧:   ଅନୁଗୋଳ କଂଗ୍ରେସ ଭବନରେ ଆଜି ପି.ସି.ସି ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଜଟଣୀ ବିଧାୟକ ସୁର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଅନଗୁଳ ସୁଶୀଲ କୁମାର ଅଗ୍ରୱାଲ ଚଞ୍ଚକତା କରି ଶାଗ ମାଛ ଦରରେ ତଫସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଙ୍କ ଠାରୁ ବେଆଇନ ଭାବେ ୭ ଶହ ଏକର ଏକର ଜାଗା କିଣିଛନ୍ତି। ଏହା ରାଜ୍ୟ ସରକାରଙ୍କ ଭୂ ସଂସ୍କାର ଆଇନର ଧାରାକୁ ଉଲ୍ଲଘଂନ କରାଯାଇଛି ବୋଲି ଦୁଇ ନେତା ଅଭିଯୋଗ କରିଛନ୍ତି।

କଂଗ୍ରେସ ଅଭିଯୋଗ କରିଛି ଯେ, ସୁଶିଲ ଜିଲ୍ଲା ପ୍ରଶାସନର ଏଜେଣ୍ଟ ସାଜି ଶହ ଶହ କୋଟି ଟଙ୍କା ମୁନାଫା ପାଇଛନ୍ତି । ତେଣୁ ତୁରନ୍ତ ତଦନ୍ତ ଦାବି କରିବା ସହ ଏଥିରେ ଯେଉଁମାନେ ସହଯୋଗ କରିଛନ୍ତି ସେହି ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ସହ ତୁରନ୍ତ ଜମି ଫେରସ୍ତ କରନ୍ତୁ ବୋଲି ଦାବି ରଖିଛନ୍ତି। ଏ ସଂପର୍କରେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ନଚେତ ହାଇକୋର୍ଟ ଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି।

ଅନ୍ୟ ପଟରେ ଅନୁଗୋଳ ପଥରଗଡ଼ ମଦ ମୁତ୍ୟୁରେ ମୃତ ୪ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ସାଙ୍ଗକୁ ମୃତ ପରିବାରଙ୍କୁ ଏକ ରହିବାପାଇଁ ଘର ଏବଂ ପିଲାଙ୍କୁ ମାଗଣା ପଢ଼ାଇବା ଦାୟିତ୍ବ ସରକାର ବହନ କରନ୍ତୁ ବୋଲି ଦାବି ରଖିଛନ୍ତି। ଆଉ ଯେଉଁମାନେ  ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯାଉ ବୋଲି ଦାବି ରଖିଛନ୍ତି।

   Related Posts