ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଯିବେ ରାଷ୍ଚ୍ରପତି ରାମନାଥ କୋବିନ୍ଦ ।

Published By : Prameya-News7 Bureau | May 10, 2018 IST

ସେଠାରୁ ରାଷ୍ଟ୍ରପତି ସିଆଚେନ ବେସ କ୍ୟାମ୍ପକୁ  ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ଆଲୋଚନା କରିବେ ରାଷ୍ଟ୍ରପତି । ସିଆଚେନ ବେସ୍ କ୍ୟମ୍ପ ଗସ୍ତରେ ଯିବାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପରେ ରାଷ୍ଟ୍ରପତି କୋବିନ୍ଦ ହେବେ ପ୍ରଥମ ରାଷ୍ଟ୍ରପତି । ୨୦୦୪ରେ ସିଆଚେନ ବେସ୍ କ୍ୟମ୍ପ ପରିଦର୍ଶନରେ ଯାଇଥିଲେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.