Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପ୍ରେମ ପାଇଁ ଝିଅରୁ ପୁଅ ହୋଇଗଲେ ଯୁବତୀ, ବାନ୍ଧବୀଙ୍କୁ କଲେ ବିବାହ

7/02/2020 at 6:17 PM

ମାଲକାନଗିରି୭/୨: ପ୍ରେମ ମଣିଷକୁ ବଦଳାଇ ଦିଏ। ପ୍ରେମ ପାଇଁ ଝିଅର ପୁଅ ବନିଗଲେ ଯୁବତୀ। ଏମିତି ଏକ ଘଟଣା ମାଲକାନାଗିରିରେ ଦେଖିବାକୁ ମିଳିଛି। ବି.ଟେକ୍‌ ଛାତ୍ରୀ ଝିଅରୁ ପୁଅ ହୋଇଛନ୍ତି। ଛାତ୍ରୀଙ୍କ ଲିଙ୍ଗ ପରିବର୍ତ୍ତନ କରିବାର ଉଦେଶ୍ୟ ସଫଳ ହୋଇଛି। ଯାହାଙ୍କୁ ସେ ପ୍ରେମ କରୁଥିଲେ ଶେଷରେ ତାଙ୍କୁ ହିଁ ବିବାହ କରିଛନ୍ତି ଯୁବତୀ।

ମାଲକାନଗିରି ଜିଲ୍ଳାର ୨ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ। ଉଭୟଙ୍କ ସମଲିଙ୍ଗୀ ସମ୍ପର୍କକୁ ସମାଜ କାଳେ ସ୍ବୀକୃତି ନ ଦେବ ସେଥିଲାଗି ୨ଜଣଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ବର୍ଷକ ତଳେ ସେମାନେ ଦିଲ୍ଲୀ ଚାଲିଯାଇଥିଲେ। ଜଣେ ଯୁବତୀ ସେଠାରେ ଅପରେଶନ ଜରିଆରେ ଝିଅରୁ ପୁଅ ହୋଇଥିଲେ। ନିକଟରେ ଉଭୟେ ପରସ୍ପରକୁ ଜୀବନ ସାଥୀ ରୂପେ ଗ୍ରହଣ କରିବା ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ରୀତି ନୀତି ଅନୁସାରେ ଦିଲ୍ଲୀରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ବର୍ତ୍ତମାନ ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବାବେଳେ ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts