Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମାଆ ହେବା ପରେ ପ୍ରଥମ ଥର ପାଇଁ ପିଲାଙ୍କର ଝଲକ ଦେଖାଇଲେ ପ୍ରୀତି…

8/12/2021 at 2:37 PM

ମୁମ୍ବାଇ ୦୮।୧୨ : ବଲିଉଡର ଡିମ୍ପଲ ଗାର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିକଟରେ ଯମଜ ସନ୍ତାନର ମା’ ହୋଇଛନ୍ତି। । ସେ ସରୋଗେସି ମାଧ୍ୟମରେ ଯାଆଁଳା ଛୁଆର ମା’ ହୋଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଜଣାଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅର ନାଁ ଜୟ ଏବଂ ଝିଅର ନାଁ ଜିଆ ରଖିଛନ୍ତି। ଏବେ ପ୍ରୀତି ନିଜ ପିଲାଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ।

ଫଟୋରେ ପ୍ରୀତି ନିଜ ଯମଜ ସନ୍ତାନ ଭିତରୁ ଜଣକୁ କୋଳରେ ଧରିଛନ୍ତି। ତେବେ ଏହି ଫଟୋରେ ତାଙ୍କ ଛୁଆର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ କିନ୍ତୁ  ନିଜ ଛୁଆ ପଛ ପଟୁ ସେୟାର ଫଟୋ କରିଛନ୍ତି। ହେଲେ ଏହି ଫଟୋକୁ ସେୟାର କରି ପ୍ରୀତି ଲେଖିଛନ୍ତି, କି ‘ବର୍ପ କପଡା, ଡାଏପର ଏବଂ ଶିଶୁ । ମୋତେ ଏସବୁ ପାଇଁ ବହୁତ ପସନ୍ଦ ଆସୁଛି। ଆଇ ଏମ୍‌ ଲଭ୍‌ ଇଟ୍‌ ଅଲ୍‌ #ଟିଙ୍ଗ।’ ଫଟୋରେ ପ୍ରୀତି ଜିଣ୍ଟା ପିଲାଟିକୁ କୋଳରେ ଧରି ପୋଜ୍ ଦେଇ ଫଟୋ ଉଠାଇଛନ୍ତି । ଏହି ଫଟୋକୁ ଦେଖି ଦିଆ ମିର୍ଜା, ପତ୍ରଲେଖା, ପ୍ରିୟଙ୍କା ଚୋପ୍ରା, ଡିନୋ ମୋରିଙ୍କ ସମେତ ଅନେକକଳାକାରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

   Related Posts