ଗାଁକୁ ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ; ବାଇକରେ ଡାକ୍ତରଖାନା ଗଲେ ଗର୍ଭବତୀ

Published By : Prameya-News7 Bureau | October 08, 2018 IST

ମାଲକାନଗିରି ୮/୧୦ : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପବ୍ଲିଗୁଡା ଗ୍ରାମରେ ଟେଲିଫୋନ ସୁବିଧା ନଥିବା ବେଳେ ସେଠିକାର ରାସ୍ତା ଖରାପ ଯୋଗୁ ପ୍ରଥମେ ଷ୍ଟ୍ରେଚରରେ ଓ ପରେ ବାଇକ ଯୋଗେ ଗର୍ଭାବତୀ ମହିଳାଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଅ। ଯାଇଥିଲା । ଗର୍ଭାବତୀଙ୍କୁ ପ୍ରଥମେ ଗାଁ ଲୋକେ ଏବଂ ପରେ ସ୍ୱସ୍ଥ୍ୟ କର୍ମୀ, ଏଏନଏମ ଦିଦି ଓ ପରେ ମେଡିକାଲ କର୍ମଚାରୀଙ୍କ ସାହାଯ୍ୟ ରେ ଗର୍ଭାବତୀଙ୍କୁ ମେଡିକାଲ ଅଣାଯାଇଥିଲା । ଚିତ୍ରକୋଣ୍ଡା ମେଡିକା ରେ ଅଧିକ ସ୍ୱସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗର୍ଭାବତୀ ପାର୍ବତୀ ଖରାଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ପଠା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.