Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଥାନାରେ ଗର୍ଭବତୀ ମହିଳାଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ : ନା ମାନେ ନା

21/06/2018 at 9:20 AM

ଆଠଗଡ ଥାନା ଅଧିକାରୀଙ୍କ ନାଁରେ ମାଡ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା। ଝିଅର ଅପହରଣ ଘଟଣା ନେଇ ଏତଲା ଦେବାକୁ ଯାଇଥିବା ବେଳେ ଦୁବ୍ୟବହାର କରିଥିଲେ ଥାନା ଅଧିକାରୀ। ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ ସହ ମାଡମାରିଥିବା ସାମ୍ବାଦିକ ସମ୍ମିଳନୀରେ ଆଣିଲେ ଅଭିଯୋଗ। ଆଠଗଡ ଅଶୋକନଗର ଅଞ୍ଚଳର ମହିଳା ଏ ନେଇ ଆଠଗଡ sdpo ଙ୍କୁ ଲିଖିତ ଅଭିଯୋଗ କରି ଆଇଆଇସି ଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଦାବି ରଖିଥବା ବେଳେ ଘଟଣା ସତ୍ୟ ହୋଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଠଗଡ sdpo ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି।

   Related Posts