Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ପୁଣି ଜନନୀ ଯନ୍ତ୍ରଣା : ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ଜନ୍ମ ଦେଲେ ଶିଶୁ

21/02/2019 at 2:41 PM

ମାଲକାନଗିରି ୨୧|୨: ପୁଣି ଜନନୀ ଯନ୍ତ୍ରଣା । ଆସିଲାନି ଆମ୍ବୁଲାନ୍ସ । ଭାରରେ ବୁହା ହେଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲାରେ  ୧୦୮ ଆମ୍ବୁଲାନସ ନ ଆସିବାରୁ ରାସ୍ତାରେ ଶିଶୁ ଜନ୍ମ ଦେଇଛନ୍ତି ଜଣେ ଆଦିବାସୀ ମହିଳା । ନିଲାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ପଡାଲପୁଟ ଗାଁର ସମାରି ଖରା ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗାଁ ଲୋକେ ଆମ୍ବୁଲାନସ କୁ ଖବର ଦେଇଥିଲେ ।

ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନସ  ଯାଇ ପାରିବ ନାହିଁ ବୋଲି କହିବା ପରେ ଗାଁ ଲୋକେ ମହିଳାଙ୍କୁ ଭାରରେ ଆଣିଥିଲେ । ତେବେ ମେଡିକାଲ ଆଣିବା  ସମୟରେ ରାସ୍ତାରେ ମହିଳା ପ୍ରସବ କରିଛନ୍ତି । ପରେ ଆଶା ଦିଦିଙ୍କ ସହାୟତାରେ ବାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି ପ୍ରସୂତି ।

   Related Posts