ନିଆଁରେ ପୋଡିହୋଇ ଗର୍ଭବତୀ ମହିଳା ଗୁରୁତର

Published By : Prameya-News7 Bureau | January 18, 2019 IST

ନୀଳଗିରି ୧୮|୧: ନିଆଁରେ ପୋଡିହୋଇ ଗର୍ଭବତୀ ମହିଳା ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ନୂଆସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ମହିଳା ଜଣକ ହେଲେ ସୁରେଶ ମିରିଡ଼ିଆଙ୍କ ସ୍ତ୍ରୀ କୌଶଲ୍ୟା । ସେ ରାତିରେ ଚୁଲି ନିଆଁରେ ସେକି ହେଉଥିବା ବେଳେ ଚାଦରରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ପ୍ରଥମେ ନୀଳଗିରି ପରେ ବାଲେଶ୍ବର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.