ସୋରରେ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | September 20, 2018 IST

ବାଲେଶ୍ବର ୨୦/୯:ସୋର ଥାନା ଇଟୁଆ ଗ୍ରାମରେ ଜଣେ ଗର୍ଭବତୀ ମହିଳା ଗାୟତ୍ରୀ ବେହେରାଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି । ଘଟଣାରୁ ଜଣାଯାଏ ଗତକାଲି ରାତିରେ ଗିରିଧାରି ବେହେରାଙ୍କ ସ୍ତ୍ରୀ ଗାୟତ୍ରୀ ବେହେରା ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୋର ମେଡିକାଲକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଯାଇଥିବାର ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.