Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଗୋରା ସନ୍ତାନ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ସବୁ ଉପଚାର

14/03/2019 at 6:05 PM

ଗର୍ଭବତୀ ଥିବା ସମୟରେ ମାଁ ମାନେ କେମିତି ସୁସ୍ଥ ଶିଶୁକୁ ଜନ୍ମ ଦେବେ ତାକୁ ନେଇ ଚିନ୍ତିତ ଥାଆନ୍ତି । ସମସ୍ତେ ଚାହାନ୍ତି ସେମାନଙ୍କ ସନ୍ତାନ ସୁସ୍ଥ ହେବା ସହ ସୁନ୍ଦର ଓ ଗୋରା ହେଉ । କିନ୍ତୁ ଶିଶୁର ରଂଗ କେମିତି ହେବ ତାହା କାହା ହାତରେ ନଥାଏ ବୋଲି ଗୋଟେ ଭୁଲ ଧାରଣା ରହିଛି । ଗର୍ଭାବସ୍ଥାରେ କେତେକ ଉପଚାର କଲେ ଶିଶୁର ରଂଗ ମଧ୍ୟ ପରିବର୍ତ୍ତନ ହୋଇପାରେ ।  ତେବେ ଜାଣନ୍ତୁ ଗୋରା ଶିଶୁ ଜନ୍ମ ହେବାର କଣ ଉପାୟ ରହିଛି।
-ଗର୍ଭବତୀ ହେବାର ୫-୬ ମାସ ଯାଏଁ ପଇଡ ପାଣି ସହ ମିଶ୍ରି ଚୋବାଇ ଖାଇଲେ ସନ୍ତାନ ଗୋରା ଓ ବୁଦ୍ଧିମାନ ହୋଇଥାଏ।
୧. ପ୍ରତ୍ୟେକ ଦିନ ସକାଳେ ଓ ସଂନ୍ଧ୍ୟାରେ ଗର୍ଭବତୀ ମହିଳା ଗୋଟେ ଗ୍ଲାସ କ୍ଷୀରରେ କେଶର ମିଶାଇ ପିଇବା ଉଚିତ୍‌। ଫଳରେ ନିଜ ତ୍ୱଚା ଗୋରା ହେବା ସହ ଜନ୍ମ ହେବା ଶିଶୁ ମଧ୍ୟ ଗୋରା ହୋଇଥାଏ।
୨.ଗର୍ଭବତୀ ମହିଳା ପାନମଧୁରୀ ଖାଇଲେ କିମ୍ୱା ପାଣିରେ ମିଶାଇ ପିଇଲେ ଶିଶୁ ଗୋରା ହୋଇଥାଏ।
୩. ଗର୍ଭବତୀ ଥିବା ସମୟରେ ଅଧିକ ଚିନ୍ତା କରିବା ଅନୁଚିତ୍‌। ମାନସିକ ଚାପ ଶିଶୁ ଉପରେ ଖରାପ ପ୍ରଭାବ ପକାଏ। ଏହା ଦ୍ୱାରା ସନ୍ତାନର ରଂଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।  
୪. ଗର୍ଭବତୀ ସମୟରେ ଡାକ୍ତର ଡାଳିମ୍ୱ ଓ ଅଙ୍ଗୁର ଖାଇବା ପାଇଁ ପରାମର୍ଶ ଦିଅନ୍ତି। ଏହି ଫଳର ମିଶ୍ରଣ ଶିଶୁର ଶରୀରକୁ ମଜବୁତ କରାଏ।
୫. ଅଁଳା ଓ ଅଁଳାରୁ ତିଆରି ଜାମ୍‌ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଏ କ୍ଷେତ୍ରରେ ଲାଭଦାୟକ ହୋଇଥାଏ।    

   Related Posts