ଗୋରା ସନ୍ତାନ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ସବୁ ଉପଚାର

Published By : Prameya-News7 Bureau | March 14, 2019 IST

wp:heading {"level":5}
ଗର୍ଭବତୀ ଥିବା ସମୟରେ ମାଁ ମାନେ କେମିତି ସୁସ୍ଥ ଶିଶୁକୁ ଜନ୍ମ ଦେବେ ତାକୁ ନେଇ ଚିନ୍ତିତ ଥାଆନ୍ତି । ସମସ୍ତେ ଚାହାନ୍ତି ସେମାନଙ୍କ ସନ୍ତାନ ସୁସ୍ଥ ହେବା ସହ ସୁନ୍ଦର ଓ ଗୋରା ହେଉ । କିନ୍ତୁ ଶିଶୁର ରଂଗ କେମିତି ହେବ ତାହା କାହା ହାତରେ ନଥାଏ ବୋଲି ଗୋଟେ ଭୁଲ ଧାରଣା ରହିଛି । ଗର୍ଭାବସ୍ଥାରେ କେତେକ ଉପଚାର କଲେ ଶିଶୁର ରଂଗ ମଧ୍ୟ ପରିବର୍ତ୍ତନ ହୋଇପାରେ ।  ତେବେ ଜାଣନ୍ତୁ ଗୋରା ଶିଶୁ ଜନ୍ମ ହେବାର କଣ ଉପାୟ ରହିଛି।
/wp:heading {"id":93586,"width":599,"height":400}
wp:heading {"level":5}
-ଗର୍ଭବତୀ ହେବାର ୫-୬ ମାସ ଯାଏଁ ପଇଡ ପାଣି ସହ ମିଶ୍ରି ଚୋବାଇ ଖାଇଲେ ସନ୍ତାନ ଗୋରା ଓ ବୁଦ୍ଧିମାନ ହୋଇଥାଏ।
/wp:heading {"id":93587,"width":598,"height":398}
wp:heading {"level":5}
୧. ପ୍ରତ୍ୟେକ ଦିନ ସକାଳେ ଓ ସଂନ୍ଧ୍ୟାରେ ଗର୍ଭବତୀ ମହିଳା ଗୋଟେ ଗ୍ଲାସ କ୍ଷୀରରେ କେଶର ମିଶାଇ ପିଇବା ଉଚିତ୍‌। ଫଳରେ ନିଜ ତ୍ୱଚା ଗୋରା ହେବା ସହ ଜନ୍ମ ହେବା ଶିଶୁ ମଧ୍ୟ ଗୋରା ହୋଇଥାଏ।
/wp:heading {"id":93588}
wp:heading {"level":5}
୨.ଗର୍ଭବତୀ ମହିଳା ପାନମଧୁରୀ ଖାଇଲେ କିମ୍ୱା ପାଣିରେ ମିଶାଇ ପିଇଲେ ଶିଶୁ ଗୋରା ହୋଇଥାଏ।
/wp:heading wp:heading {"level":5}
୩. ଗର୍ଭବତୀ ଥିବା ସମୟରେ ଅଧିକ ଚିନ୍ତା କରିବା ଅନୁଚିତ୍‌। ମାନସିକ ଚାପ ଶିଶୁ ଉପରେ ଖରାପ ପ୍ରଭାବ ପକାଏ। ଏହା ଦ୍ୱାରା ସନ୍ତାନର ରଂଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।  
/wp:heading wp:heading {"level":5}
୪. ଗର୍ଭବତୀ ସମୟରେ ଡାକ୍ତର ଡାଳିମ୍ୱ ଓ ଅଙ୍ଗୁର ଖାଇବା ପାଇଁ ପରାମର୍ଶ ଦିଅନ୍ତି। ଏହି ଫଳର ମିଶ୍ରଣ ଶିଶୁର ଶରୀରକୁ ମଜବୁତ କରାଏ।
/wp:heading {"id":93589,"width":570,"height":570}
wp:heading {"level":5}
୫. ଅଁଳା ଓ ଅଁଳାରୁ ତିଆରି ଜାମ୍‌ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଏ କ୍ଷେତ୍ରରେ ଲାଭଦାୟକ ହୋଇଥାଏ।    
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.