Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପାକିସ୍ତାନ ଭୋଟ ବେଳେ ହିଂସା ; କ୍ୱେଟାରେ ଭୟଙ୍କର ବିସ୍ଫୋରଣ

25/07/2018 at 11:01 AM

ବେଲୁଚିସ୍ତାନର କ୍ୱେଟାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଏହି ବିସ୍ଫୋରଣରେ ୩୦ ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି | ଆଇଏସ ଆତଙ୍କ ଏହି ବିସ୍ଫୋରଣ ଘଟାଇଥିବା ଦାବି କରିଛନ୍ତି | ପାକିସ୍ତାନରେ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ବେଶ ହିଂସା ଓ ରକ୍ତପାତ ଘଟିଥିଲା | ଜୁଲାଇ ୧୩ ରେ ନିର୍ବାଚନ ପ୍ରଚାର ବେଳେ ଆଇଏସର ବିସ୍ଫୋରଣରେ ପାଖାପାଖି ୧୫୦ ଜଣଙ୍କର ମୃତ୍ୟୁ ହୋଇଛି | ସେପଟେ ଆଜିର ନିର୍ବାଚନ ପାକିସ୍ତାନ ପାଇଁ ସର୍ବାଧିକ ଗୁରୁତ୍ୱ ରଖୁଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ତେହେରିକ-ଇ-ଇନ୍ସାଫ ନେତା ଇମ୍ରାନ ଖାନ | ଇମ୍ରାନ ଖାନଙ୍କ ଭୋଟ ନାକଚ ହେବ ଆଶଙ୍କା ଦେଖାଦେଇଛି | ମତଦାନ କେନ୍ଦ୍ରରେ ଭୋଟ ଦେଇଥିବା ଇମ୍ରାନଙ୍କ ଭୋଟିଂର ଭିଡିଓ ରେକର୍ଡ଼ିଂ ହେଉଥିବାରୁ ଗୋପନୀୟତା ଆଇନ ଉଲଂଘନ କାରଣରୁ ଏହା ନାକଚ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି |

   Related Posts