Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ରାଜ୍ୟ ବଜେଟ ପାଇଁ ପ୍ରାକ ଆଲୋଚନା : ବିଶେଷଜ୍ଞ କହିଲେ ଏତେ ଯୋଜନା କରିଛ, ପଇସା କୋଉଠୁ ଆଣିବ? ଖର୍ଚ୍ଚ ନିୟନ୍ତ୍ରଣ କର

17/06/2019 at 4:22 PM

ଭୁବନେଶ୍ବର୧୭|୬: ଚଳିତ ବର୍ଷ  ବଜେଟ ପ୍ରସ୍ତୁତ କରିବା ସରକାର ପାଇଁ ବଡ ଚ୍ୟାଲେଞ୍ଜ। ଆୟ ଓ ବ୍ୟୟ ସନ୍ତୁଳନ ରକ୍ଷା କରିବା ସରକାରଙ୍କ ପାଇଁ ବଡ ଆହ୍ବାନ। କାରଣ ଦିନକୁ ଦିନ ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ଆୟ କିନ୍ତୁ ସେହି ଅନୁପାତରେ ବଢ଼ୁନି।

ଏପଟେ ସରକାର ଲୋକାଭିମୁଖୀ ଯୋଜନା ପରେ ଯୋଜନା​‌​‌ ପ୍ରଣୟନ କରୁଛନ୍ତି। ଯେପରିକି କାଳିଆ ଓ ମିଶନ ଶକ୍ତି ପାଇଁ ଅଧିକ ଅର୍ଥର ଆବଶ୍ୟକତା ଅଛି। କିନ୍ତୁ ସେହି ଅନୁପାତରେ ଆୟ ବଢ଼ୁନାହିଁ। ଯାହା ଏବେ ଅର୍ଥ ବିଭାଗ ପାଇଁ ବଡ ମୁଣ୍ତ ବ୍ୟଥାର କାରଣ ହୋଇଛି।

ତେଣୁ ସରକାର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରିବାକୁ ଆଜି ବସିଥିବା ପ୍ରାକ ବଜେଟ ଆଲୋଚନାରେ ପରାର୍ମଶ ଦେଇଛନ୍ତି ଅନେକ ବିଶେଷଜ୍ଞ। ଏପରିକି ଫନି ବତ୍ୟା ବିପନ୍ନଙ୍କୁ ଅଧିକ ସହାୟତା ଦେବା ସହ ଗୃହ ନିର୍ମାଣ ଅର୍ଥରାଶି ବୃଦ୍ଧି, ଶ୍ରମିକ ମୁଜରୀ ବୃଦ୍ଧି, ଶିକ୍ଷା, ସ୍ବସ୍ଥ୍ୟା, ଭିତ୍ତିଭୂମି ବିକାଶ, ଭିତ୍ତିଭୂମି ବିକାଶ ଏବଂ କୃଷି ବିକାଶ ଅଧିକ ବ୍ୟୟ ବାରଦ କରିବାକୁ ପରାର୍ମଶ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ।

ଏପଟେ  ଅନଲାଇନ ଜରିଆରେ ବି ୩ହଜାରରୁ ଉର୍ଦ୍ଧ ମତାମତ ଆସିଛି।  ଏସବୁ ମତାମତକୁ ନେଇ ବିଭାଗ ଜରିଆରେ ପରୀକ୍ଷା ନିରୀକ୍ଷା କରାଯାଇ ସେହି  ଅନୁସାରେ ବଜେଟ ପ୍ରସ୍ତୁତ କରାଯିବ।

   Related Posts