ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ପ୍ରଚାର, ଘର ଘର ବୁଲି ମାଗୁଛନ୍ତି ଭୋଟ୍

Published By : Prameya-News7 Bureau | April 14, 2019 IST

ନିମାପଡା ୧୪|୪: ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ଅନ୍ତର୍ଗତ ନିମାପଡା ବିଧାନସଭାରେ ନିର୍ବାଚନମଣ୍ଡଳୀରେ ମତଦାନ ହେବ । ନିର୍ବାଚନ ଲାଗି ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରିବା ଆରମ୍ଭ କରିସାରିଲେଣି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ପ୍ରାର୍ଥୀମାନେ । ନିମାପଡା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ।

ନିମାପଡା ବିଧାନସଭା ପାଇଁ ବିଜେଡିରୁ ସମୀର ଦାସ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସତ୍ୟବ୍ରତ ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.