Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଇଂଜୁରୀ ସତ୍ତ୍ବେ ଓଡିଶା ପାଇଁ ସନ୍ତରଣରେ ପଦକ ଆଣିବା ଲାଗି ଦୃଢ ପ୍ରତିଜ୍ଞ ଅଛନ୍ତି ପ୍ରତ୍ୟାଶା

30/12/2018 at 6:21 PM

ଭୁବନେଶ୍ବର୩୦|୧୨ : ଓଡିଶାର ଏକମାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସୁଇମର ପ୍ରତ୍ୟାଶା ରାୟ । ଅନେକ ଚାମ୍ପିୟନସିପରେ ସଫଳତା ହାସଲ କରି ରାଜ୍ୟକୁ ଗୌରବନ୍ବିତ କରିଛନ୍ତି । ହେଲେ ଏବେ ଇନଜୁରୀ କାରଣରୁ ଆଶାନୁରୂପ ସଫଳତା ପାଇ ପାରୁନାହାନ୍ତି ପ୍ରତ୍ୟାଶା । ତଥାପି ୨୦୧୯ ଖେଲେ। ଇଣ୍ଡିଆରେ ମେଡାଲ ପାଇଁ ଆଶା ରଖିଛନ୍ତି ପ୍ରତ୍ୟାଶା ।

ପ୍ରତ୍ୟାଶା ରାୟ । ରାଜ୍ୟର ଏକମାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସୁଇମର ଭାବରେ ରାଜ୍ୟ ପାଇଁ ଅନେକ ଥର ଆଣିଛନ୍ତି ମେଡାଲ । ନିକଟରେ ଜାତୀୟ ସ୍କୁଲ ଚାମ୍ପିୟାନସିପରେ ୩ଟି ମେଡାଲ ଆଣି ଇତିହାସ ସୃଷ୍ଟି କରିଛନ୍ତି । ହେଲେ ଏବେ ଇଞ୍ଜୁରୀ ପାଇଁ ଆଖିଦୃଶିଆ ସଫଳତା ପାଇପାରୁନାହାନ୍ତି ପ୍ରତ୍ୟାଶା । ତଥାପି ସଂଘର୍ଷ ଜାରି ରଖିଛନ୍ତି । ଜାନୁଆରୀ ୩ ତାରିଖରୁ ଜାପାନିଜ କେ।ଚଙ୍କ ଠାରୁ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ଟ୍ରେନିଂ ନେବେ । ତେବେ ଇନଜୁରୀ ପରେ ସଫଳତା ପାଇବା କଷ୍ଟ । କିନ୍ତୁ ଅସମ୍ଭବ ନୁହେଁ ବେ।ଲି କହିଛନ୍ତି ପ୍ରତ୍ୟାଶା ।

ଆଗକୁ ଅଛି ଦେଶର ମଯ୍ୟାଦାପୂର୍ଣ୍ଣ ଖେଲେ। ଇଣ୍ଡିଆ ପ୍ରତିଯେ।ଗିତା । ଏଥିପାଇଁ ମେଣ୍ଟାଲି ଓ ଫିଜିକାଲି ଫିଟ୍ ହେବାକୁ ଚାହୁଁଛନ୍ତି  ପ୍ରତ୍ୟାଶା । ମର୍ଯ୍ୟାଦାପୂର୍ଣ୍ଣ ଚାମ୍ପିୟନସିପ୍ ଜିତି ଆଉ ଏକ ରେକର୍ଡ କରିବା ଲକ୍ଷ୍ୟରେ ପ୍ରତ୍ୟାଶା ।

ଇଞ୍ଜୁରୀ ସାଙ୍ଗକୁ ସିନିୟର ବର୍ଗରେ ଅଧିକ ପ୍ରେସରରେ ରହୁଛନ୍ତି ପ୍ରତ୍ୟାଶା । ତଥାପି ପ୍ରତ୍ୟେକ ଚାମ୍ପିୟାନସିପରେ ରାଜ୍ୟ ପାଇଁ ମେଡାଲ ଆଣି ରାଜ୍ୟକୁ ଗୌରାବାନ୍ବିତ କରିବାକୁ ଇଛା ରଖିଛନ୍ତି ପ୍ରତ୍ୟାଶା ।

   Related Posts