Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ନୂଆଦିଲ୍ଲୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ASI ଗିରଫ, ବିଲଡରଙ୍କଠାରୁ ୨ କୋଟି ମାଗୁଥିଲେ ବଟି
  • ||

ଲଜ୍ଜା ନାହିଁ ! ସମଗ୍ର ଦେଶ ସହିଦଙ୍କ ପାଇଁ ଶୋକ ପାଳନ କରୁଥିବା ବେଳେ ପ୍ରତୀକ ବବ୍ବର ଶେୟାର କରିଲେ ନିଜ ସ୍ତ୍ରୀ ସହ ଅର୍ଦ୍ଦନଗ୍ନ ଫଟୋ

16/02/2019 at 3:04 PM

ମୁମ୍ୱାଇ୧୬|୨: ସମଗ୍ର ଦେଶ ପୁଲୱାମାରେ ହୋଇଥିବା ଆକ୍ରମଣ ପାଇଁ ଶୋକ ପାଳନ କରୁଥିବା ବେଳେ ପ୍ରତୀକ ନିଜ ସ୍ତ୍ରୀଙ୍କ ସହ ଅର୍ଧନଗ୍ନ ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ । ଏହା ଦେଖି ଦର୍ଶକ ମଧ୍ୟ ଛି ଛି କରୁଛନ୍ତି। ପ୍ରତୀକଙ୍କ ପାଇଁ ଏହା ଭାଲେଣ୍ଟାଇନ ପୋଷ୍ଟ ହେଇଥାଇପାରେ କିନ୍ତୁ ଏଭଳି ଦୁଃଖଦ ସମୟରେ ଅର୍ଧନଗ୍ନ ଫଟୋ ପୋଷ୍ଟ କରିବା ଫଳରେ ଅନେକ ଦର୍ଶକ ତାଙ୍କୁ ନିନ୍ଦା କରିଛନ୍ତି। ସୂଚନାୟୋଗ୍ୟ ଯେ, ପ୍ରତୀକ ହେଉଛନ୍ତି ରାଜ ବବ୍ବର ଏବଂ ସ୍ମିତା ପାଟିଲଙ୍କ ପୁଅ ।
ଦୀପିକା ପାଦୁକୋନ-ରଣବୀର ସିଂହ, ପ୍ରିୟଙ୍କା ଚୋପଡା-ନିକ ଜୋନାସଙ୍କ ଗ୍ରାଣ୍ଡ ବିବାହ ପରେ ବଲିଉଡ ଅଭିନେତା ପ୍ରତୀକ ବବ୍ବର ପ୍ରେମିକା ସ୍ନାୟା ସାଗରଙ୍କ ସହ ବିବାହ କରିଛନ୍ତି। ଚଳିତ ବର୍ଷ ୨୨ଜାନୁଆରୀରେ ଉଭୟଙ୍କର ବିବାହ ହୋଇଥିଲା। ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ସ୍ମୀତା ପାଟିଲ ଓ ଅଭିନେତା ରାଜ ବବ୍ବରଙ୍କ ପୁଅ ପ୍ରତୀକ ବବ୍ବର ନେସଲେ ଓ କିଟକାଟ ବିଜ୍ଞାପନରେ ପ୍ରଥମ ଥର ପାଇଁ  ଦେଖିବାକୁ ମିଳିଥିଲେ। ଅଭିନୟ କରିବା ପୂର୍ବରୁ ସେ ନିର୍ମାତା ସହଯୋଗୀ ଭାବେ କାମ କରୁଥିଲେ। ୨୦୦୮ ମସିହାରେ ସେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ। ବଲିଉଡ ଚଳଚ୍ଚିତ୍ର “ଜାନେ ତୁ ୟା ଜାନେ ନାରେ” ଡେବ୍ୟୁ କରିଥିଲେ ପ୍ରତୀକ। 

କିନ୍ତୁ ପ୍ରତୀକ ତାଙ୍କ ଅଭିନୟ ପାଇଁ କମ ଓ ଅନେକ ବିବାଦୀୟ ଘଟଣା ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଦୁହିଁଙ୍କ ବିବାହ ମହାରାଷ୍ଚ୍ରିୟାନ ଷ୍ଟାଇଲରେ ହୋଇଥିଲା। ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ବିବାହ ପରେ ଉଭୟଙ୍କର ପ୍ରଥମ ଭାଲେଣ୍ଟାଇନ ଡେ ବେଶ ଖାସରେ ପାଳନ ହୋଇଛି। ପ୍ରତୀକ ବବ୍ବର ନିଜ ଇଣଷ୍ଟାଗ୍ରାମ ଆକାଉଣ୍ଟରେ ସ୍ତ୍ରୀ ସ୍ନାୟା ସାଗରଙ୍କର ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ଇଣ୍ଟରନେଟରେ ରେକର୍ଡ କରିଛି।  

ଫଟୋରେ ପ୍ରତୀଙ୍କୁ ସର୍ଟଲେସ ଓ ସର୍ଟ୍ସରେ ଦେଖିବାକୁ ମିଳିଛି ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଟପଲେସ ଥିଲେ। ଉଭୟଙ୍କ କ୍ୟାମେଷ୍ଟ୍ରି ଫଟୋକୁ ଆହୁରି ବୋଲ୍‌ଡ ତଥା ହଟ୍‌ କରିଛି। ସାଧାରଣତଃ ଷ୍ଟାରମାନେ ରୋମାଣ୍ଟିକ ଫଟୋ ସେୟାର କରନ୍ତି ତେବେ ପ୍ରତୀକଙ୍କର ଏହି ପୋଷ୍ଟ ଅନେକ ଦର୍ଶକଙ୍କୁ ଆଚମ୍ୱିତ କରିଛି। ଦୁହିଁଙ୍କର ଏହି ଫଟୋ ଦେଖିଲା ପରେ ପ୍ରଶଂସକଙ୍କ ଖୁବ୍‌ ଖରାପ କମେଣ୍ଟ କରିଛନ୍ତି।
୨୦୧୭ ମସିହାରେ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଦୁହେଁ ପରସ୍ପରଙ୍କୁ ବହୁତ ଦିନ ଧରି ଡେଟ କରୁଥିଲେ। ରାଜନୈତିକ ପରିବାରରେ ଜନ୍ମ ହୋଇଥିବା ସ୍ନାୟା ସାଗର ଓ ପ୍ରତୀକଙ୍କ ଲଭ ଷ୍ଟୋରୀ ବେଶ ଚର୍ଚ୍ଚାରେ ମଧ୍ୟ ଥିଲା। ସ୍ନାୟାଙ୍କ ବାପା ପୱନ ସାଗର ବିଏସ୍‌ପିର ନେତା। ଏବେ ବହୁତ ଦିନ ପରେ ପୁଣି ପ୍ରତୀକ ପରଦାରେ ଦେଖା ଯିବେ। ନିତେଶ ତିୱାରୀ ନିର୍ଦ୍ଦେଶିତ ଫିଲ୍ମ ଛିଛୋରେ ରେ ପ୍ରତୀକଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂହ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାରେ ଦେଖିବାକୁ ମିଳିବ।

   Related Posts