ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗରେ ଜୁଏଲଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି
17/06/2018 at 9:53 AM

ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା – “ଜୁଏଲଙ୍କ ମନ୍ତବ୍ୟ ଦୁଃଖଦାୟକ…ସେ ଭୟଭୀତ ହୋଇପଡିଛନ୍ତି, ସେଥିପାଇଁ ଏପରି କହୁଛନ୍ତି…ନୀତି ଆୟୋଗ କୌଣସି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କରାଯାଇନାହିଁ…ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଯାଇପାରିନାହାନ୍ତି…ଏନେଇ ଲିଖିତ ଭାବେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି…ଯେଉଁ ଏଜେଣ୍ଡା ଅନୁସାରେ ବୈଠକ ଡକାଯାଇଛି ସେହି ଅନୁସାରେ ରାଜ୍ୟର ସମସ୍ତ କଥାକୁ ଉପସ୍ଥାପିତ କରାଯାଇଛି…ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଯାଇ କିଛି ଲାଭ ନାହିଁ…ମୁଖ୍ୟମନ୍ତ୍ରୀ ନଗଲେ ପୃଥିବୀ ପ୍ରଳୟ ହେବ ନାହିଁ ”
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021