Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଗୁଣି ଗାରେଡି ସନ୍ଦେହରେ ପ୍ରଜାକୋର୍ଟ : ୬ଜଣଙ୍କ ଦାନ୍ତ ଭାଙ୍ଗିଲେ ଗ୍ରାମବାସୀ, ଅଭିଯୋଗରେ ୨୯ଗିରଫ

2/10/2019 at 8:06 AM

ବ୍ରହ୍ମପୁର ୨।୧୦:  ଗଞ୍ଜାମ ଜିଲ୍ଲାରେ ପୁଣି ଗୁଣି ଗାରେଡିକୁ ନେଇ ଘଟିଛି ଅଭାବନୀୟ ଘଟଣା। ଖଲ୍ଲେକୋଟ୍ ବ୍ଲକ୍ ଚିକିଲି ପଞ୍ଚାୟତର ଗୋପପୁର ଗାଁରେ ପ୍ରଜାକୋର୍ଟ । ଗତ ୩୦ ତାରିଖରେ ଗାଁରେ ୭ ଜଣଙ୍କ ଦାନ୍ତ ଭାଙ୍ଗି ନିର୍ଯାତନା ଦେଇଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ୨୨ଜଣ ମହିଳା ଓ ୭ଜଣ ପୁରୁଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ପୂର୍ବରୁ ଗାଁର ତିନି ଜଣଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ପରେ ଗାଁର ଆଉ ତିନି ଜଣ ଅସୁସ୍ଥ ହୋଇପଡିଥିଲେ । ଏହାକୁ ନେଇ ଗ୍ରାମବାସୀ ଗୁଣି ଗାରେଡି କରିଥିବା ସନ୍ଦେହରେ ୭ ଜଣଙ୍କୁ ଟାର୍ଗେଟ୍ କରିଥିଲେ ।

   Related Posts