ପ୍ରଦ୍ୟୁମ୍ନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
20/08/2018 at 3:03 PM

ରୋଜଗାର ବୟସରେ ମାଡ଼ିବସିଲା ରୋଗ । ବ୍ରେନ୍ ଷ୍ଟ୍ରୋକ୍ ପରେ ପାରାଲିସିସ୍ ହୋଇ ଘରେ ପଡ଼ିଲେ । କିଛି ଦିନ ପରେ ଜଣାପଡ଼ିଲା ଦୁଇଟିଯାକ କିଡନୀ ଖରାପ । ଯାଜପୁର ବ୍ୟାସନଗର ମୁନିସିପାଲିଟି ୭ ନମ୍ବର ୱାର୍ଡର ପ୍ରଦ୍ୟୁମ୍ନ ରାଉତ । ତେବେ ପ୍ରଦ୍ୟୁମ୍ନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
Related Posts
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ
22 May 2022