ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ପ୍ରଦ୍ୟୁମ୍ନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

20/08/2018 at 3:03 PM

ରୋଜଗାର ବୟସରେ ମାଡ଼ିବସିଲା ରୋଗ । ବ୍ରେନ୍ ଷ୍ଟ୍ରୋକ୍ ପରେ ପାରାଲିସିସ୍ ହୋଇ ଘରେ ପଡ଼ିଲେ । କିଛି ଦିନ ପରେ ଜଣାପଡ଼ିଲା ଦୁଇଟିଯାକ କିଡନୀ ଖରାପ । ଯାଜପୁର ବ୍ୟାସନଗର ମୁନିସିପାଲିଟି ୭ ନମ୍ବର ୱାର୍ଡର ପ୍ରଦ୍ୟୁମ୍ନ ରାଉତ । ତେବେ ପ୍ରଦ୍ୟୁମ୍ନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

   Related Posts