Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି

24/10/2021 at 2:04 PM

ନବରଙ୍ଗପୁର ୨୪/୧୦: ବିଡେଜିରେ ମିଶିବେ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ ପରେ ଏହି ଘୋଷଣା କରିଛନ୍ତି ନିଜେ ପ୍ରଦୀପ । କହିଛନ୍ତି ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି ବୋଲି ପ୍ରଦୀପ କହିଛନ୍ତି । ଏହାସହ ସେ କହିଛନ୍ତି ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ।

ବିଜେଡିରେ ରହି ପଛୁଆ ଅଞ୍ଚଳର ବିକାଶ ପାଇଁ କାମ କରିବୁ ବୋଲି ପ୍ରଦୀପ ମାଝି କହିଛନ୍ତି । ଏଇ କିଛିଦିନ ପରେ ସେ ବିଦ୍ଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେବେ । କେବଳ ସେ ଜଣେ ନୁହେଁ ଏକାସଂଗେ ୫ ତୁଙ୍ଗନେତା ବି ବିଜେଡିରେ ସାମିଲ ହେବେ । ପୂର୍ବରୁ ଛାଡିଥିଲେ କୈଳାସ କୁଲେସିକା ଓ ଚନ୍ଦ୍ରଶେଖର ମାଝୀ । ସମସ୍ତେ ଆସନ୍ତା ୩୦ ତାରିଖ ପୂର୍ବରୁ ବଜେଡିରେ ମିଶିବେ ।

ତେବେ ନବରଙ୍ଗପୁରରେ ପ୍ରେମମିଟ୍ କରି ମାଝି କହିଛନ୍ତି କଂଗ୍ରେସ ଆଉ ଜିତିବା ସ୍ଥିତିରେ ନାହିଁ । ହେଲେ କଂଗ୍ରେସ ମତେ ପରିଚୟ ଦେଇଛି, ମୁଁ କଂଗ୍ରେସ ନିକଟରେ ଋଣି । ଆଉ ରାହୁଲ ଗାନ୍ଧୀ ମୋର ମେଣ୍ଟର ବୋଲି ପ୍ରଦୀପ ମାଝୀ କହିଛନ୍ତି । ସାଂଗଠନକ ସ୍ତରରେ କଂଗ୍ରେସ ହାରିବା ପାଇଁ ମୁଁ ୩୦ ପ୍ରତିଶତ ଦାୟୀ ।

   Related Posts