Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

କରୋନାରେ ବେହାଲ ଗରିବଙ୍କ ପାଇଁ ଖୁସି ଖବର, ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ

7/06/2021 at 6:38 PM

ନୂଆଦିଲ୍ଲୀ ୦୭।୦୬:  କରୋନା ଭାଇରସ୍‌ର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ବହୁତ ବଡ ଘୋଷଣା କରିଛନ୍ତି। ଏପ୍ରିଲ ୨୧ରେ ଗରିବ ପରିବାରଙ୍କ ପାଇଁ ପୁଣି ଥରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ବଢାଯାଇଛି। ଏହି ଯୋଜନାକୁ ଦୀପାବଳି ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ବଢାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ରାସନକାର୍ଡଧାରୀଙ୍କୁ ୫ କିଲୋ ଅତିରିକ୍ତ ଚାଉଳ/ଗହମ ମାଗଣାରେ ଯୋଗାଇ ଦେବେ। ଏପ୍ରିଲ ଏବଂ ମେ ମାସରେ ମଧ୍ୟ ରାସନକାର୍ଡଧାରୀଙ୍କୁ ମାଗଣାରେ ରାସନ ଉପଲବ୍ଧ କରାଯାଇଛି।

ଦେଶବାସୀଙ୍କୁ ସୋମବାର ସନ୍ଧ୍ୟାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨.୦ର ବିସ୍ତାରର ଘୋଷଣା କରିଛନ୍ତି। ଏହି ଯୋଜନାରେ ଦେଶର ୮୦ କୋଟି ଉପକୃତ ହେବେ। ଲୋକଙ୍କୁ ଦୀପାବଳି ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋମ ଚାଉଳ/ଗହମ ମିଳିବ। ଉଦାହରଣ ସ୍ଵରୂପ ଯଦି କୌଣସି ପରିବାରର ରାସନକାର୍ଡରେ ୪ ଜଣ ସଦସ୍ୟ ଅଛନ୍ତି ଏବଂ ଏବେ ଜଣଙ୍କ ପିଛା ୫ କିଲୋ ମିଳେ ତେବେ ଉକ୍ତ ପରିବାରକୁ ମୋଟ୍ ୨୦ କିଲୋ ରାସନ ମିଳିବ।

   Related Posts