ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ୨୭ତାରିଖରେ ପ୍ରଦେଶ କଂଗ୍ରେସର ଦଳିତ ସମାବେଶ

24/11/2018 at 3:48 PM

ଭୁବନେଶ୍ବର ୨୪|୧୧:  ଆସନ୍ତା ୨୭ତାରିଖରେ ଦଳିତ ସମାବେଶ କରିବ ପ୍ରଦେଶ କଂଗ୍ରେସ । କଂଗ୍ରେସର ଅନୁସୂଚିତ ଜାତି ସେଲ୍ ଏହାର ଆୟୋଜନ କରୁଛି । ସମାବେଶରେ ଯୋଗଦେବେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ମୀରା କୁମାର । ଏଥିରେ ସିପିଆଇ ଏବଂ ସମାଜବାଦୀ ପାର୍ଟିର କର୍ମୀ ଏବଂ ନେତା ମଧ୍ୟ ସାମିଲ ହେବେ ।

   Related Posts