Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘ଜୀବନ ଆଗ ନା VOTE ଆଗ’: ପିପିଲି ଉପ-ନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି

27/04/2021 at 12:40 PM

ଭୁବନେଶ୍ୱର ୨୭/୪: ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା ରାଜ୍ୟ କଂଗ୍ରେସ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଉପ ନିର୍ବାଚନ ଏବେ ନ କରିବାକୁ କହିଛି ଜାତୀୟ ଦଳ । କରୋନା ଯୋଗୁ ରାଜ୍ୟରେ ଲୋକଙ୍କ ଜୀବନ ବିପନ୍ନ ହୋଇପଡିଛି । ଏ ନେଇ ରାଜ୍ୟ ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ଭାରତୀୟ ନିର୍ବାଚନ  କମିଶନଙ୍କୁ ଚିଠି ଲେଖିବ ରାଜ୍ୟ କଂଗ୍ରେସ ।

କରୋନା ଏଠି ରାଜ୍ୟରେ ବିସ୍ଫୋରକ ସ୍ଥିତିରେ ଅଛି । ସେଥିପାଇଁ ଜୀବନ ଆଗ ନା vote ଆଗ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ସୂଚନା ଥାଉକି କରୋନାରେ ସଂକ୍ରମିତ ହୋଇ ଗତ କିଛିଦିନ ତଳେ ପ୍ରାଣ ହରାଇଥିଲେ ଦିବଂଗତ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ନିର୍ବାଚନ ପ୍ରଚାର ସମୟରେ ସେ ଭାଇରସର ଶିକାର ହୋଇଥିଲେ । ଏମିତିକି ଅନ୍ୟ କିଛି ନେତା ବି ଏହି ରାଲିରେ କରୋନାରେ ସଂକ୍ରମିତ ହୋଇଥିଲେ । ମେ ୧୬ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ ।

   Related Posts