Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିଜେପୁରରୁ ପ୍ରଦୀପ ପୁରୋହୀତ ହେବେ ବିଜେପି ପ୍ରାର୍ଥୀ !

15/09/2019 at 6:15 PM

ଭୁବନେଶ୍ବର୧୫|୯; ବିଜେପୁର ଉପନିର୍ବାଚନ ନେଇ ବିଗୁଲ ବାଜିନି ।  କିନ୍ତୁ ବିଜେପିରୁ କିଏ ପ୍ରାର୍ଥୀ ହେବ ତାକୁ ନଇେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ବିଜେପୁରରୁ ସାଧାରଣ ନିର୍ବାଚନ​‌ରେ  ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ନା ଆଉ କିଏ।

କିନ୍ତୁ ଏ ଚର୍ଚ୍ଚା ଭିତରକୁ ଲମ୍ପ ମାରିଛନ୍ତି  ପ୍ରଦୀପ ପୁରୋହିତ । ପ୍ରଦୀପ ପୁ​‌ରୋହିତ କହିଛନ୍ତି  ବିଜେପୁର ସେ ପ୍ରାର୍ଥୀ ହେବା ପାଇଁ ସେଠାକାର କର୍ମ କର୍ତ୍ତା ଚାହୁଛନ୍ତି । ଘର ଘାଇସିଲେଟ ହୋଇଥିବାରୁ ବିଜେପୁରରୁ ଠିଆ ହେଲେ ଭଲ ସମର୍ଥନ ମିଳିବ। କିନ୍ତୁ ପାର୍ଟି ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ନିର୍ବାଚନ ଲଢି ଦୁଇଟିଯାକରୁ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ସେ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ । ଫଳରେ ସେଠାରେ ଆଗକୁ ଉପ ନିର୍ବାଚନ ହେବ ।

   Related Posts