ଇସ୍ତଫା ଦେଲେ ପ୍ରଦୀପ ମହାରଥୀ
6/01/2019 at 2:59 PM

ପିପିଲି ୬/୧: ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ୨୦୧୨ରେ ବି ସମାନ ଘଟଣା ପାଇଁ ଇସ୍ତଫା ଦେଇଥିଲେ। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ହୋଇଥିଲେ। ବିବାଦୀୟ ମନ୍ତବ୍ୟ ପାଇଁ ମଧ୍ୟ ଚାପରେ ଥିଲେ। କୋର୍ଟ ୨ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କୋର୍ଟର ରାୟକୁ ନେଇ ମହାରଥୀ ମନ୍ତବ୍ୟ ଦେଇଥିଲେ।
ମନ୍ତ୍ରୀପଦରୁ ଇସ୍ତଫା ଦେବାପାଇଁ ବିରୋଧୀମାନେ କ୍ରମାଗତ ଭାବେ ଚାପ ପକାଇ ଆସୁଥିଲେ। ତାଙ୍କ ଇସ୍ତଫା ଦାବିରେ ବିଜେପି କର୍ମୀ ଏବଂ କଂଗ୍ରେସ୍ ନବୀନ ନିବାସ ଘେରାଉ କରିଥିଲେ।
Related Posts
ଚଣ୍ଡିଖୋଲ: ରମ୍ଭାଦେଇପୁର ଘାଇ ପରିଦର୍ଶନ କଲେ ଭିଜିଲାନ୍ସ ଟିମ୍
22 January 2021
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021