Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ହାପି ବାର୍ଥ ଡେ ପ୍ରଭୁ, ୪୭ ବର୍ଷରେ ପାଦ ଥାପିଲେ ଡ୍ୟାନ୍ସ ମହାଗୁରୁ

3/04/2021 at 9:03 AM

ମୁମ୍ୱାଇ ୪/୩ : ୪୭ ବର୍ଷରେ ପାଦ ଥାପିଲେ ଡ୍ୟାନ୍ସ ମହାଗୁରୁ ପ୍ରଭୁଦେବା । ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଡ୍ୟାନ୍ସର ଓ ପ୍ରଯୋଜକ ମଧ୍ୟ । ଗତ ୩୨ ବର୍ଷ ଧରି ବଲିଉଡ ଓ ଟଲିଉଡରେ ରାଜ୍ କରୁଛନ୍ତି ଏହି ଭର୍ସାଟାଇଲ୍ ପର୍ସନ । ୧୯୭୩ ଆଜିର ଦିନରେ କର୍ଣ୍ଣାଟକର ମହୀଶୂରରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇ ଥର ଜାତୀୟ ପୁରସ୍କାର ପାଇଥିବା ଏହି ଅଭିନେତାଙ୍କୁ ତଥା ଡ୍ୟାନ୍ସ ଗୁରୁଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୧୯୯୦ ରୁ ୨୦୦୦ ଯାଏଁ ସେ ଅଭିନୟ ଜରିଆରେ ବେଶ୍ ଆଦୃତ ହୋଇଥିଲେ । ନିଜର ଡ୍ୟାନ୍ସ ପାଇଁ ସେ ସଦା ସର୍ବଦା ବଲିଉଡ, ଟଲିଉଡ ଓ ହଲିଉଡରେ ଫେମସ୍ । ତାଙ୍କ ଅଭିନୀତ ବଲିଉଡ ଚଳଚିତ୍ର ସବୁ ଚାର୍ଟ ବଷ୍ଟରରେ ହିଟ୍ ସାବ୍ୟସ୍ତ ହୋଇଛି । ତାଙ୍କର ନାଚ ତାଙ୍କୁ ଏତେ ଲୋକପ୍ରିୟତା ଆଣିଦେଇଛି ଯେ ସେ ଲୋକଙ୍କ ନିକଟରେ ଜୁନିୟର ମାଇକେଲ୍ ଜ୍ୟାକସନ ଭାବେ ପରିଚିତ ।   

   Related Posts