Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭୁବନେଶ୍ୱର ବିମାନ ବନ୍ଦରରେ ବିଛେଇ ହୋଇ ପଡ଼ିଛି ପିପିଇ କିଟ୍

10/07/2020 at 9:45 AM

ଭୁବନେଶ୍ବର୧୦/୭: ଭୁବନେଶ୍ୱର ବିମାନ ବନ୍ଦରରେ ବିଛେଇ ହୋଇ ପଡ଼ିଛି ପିପିଇ କିଟ୍‌ । ଏହାଛଡା ମାସ୍କ, ଗ୍ଲୋବସ୍‌ ମଧ୍ୟ ପଡିଥିବା ଦେଖା ଯାଇଛି। ଟର୍ମିନାଲ ଟୁ ରେ ପଡ଼ିଛି । ଗତକାଲି ଅବିଧାବିରୁ ଏକ ଫ୍ଲାଇଟ୍‌ ଶହେ ଏକସ୍ତରୀ ଜଣ ଯାତ୍ରୀଙ୍କୁ ନେଇ ବିମାନ ଆସିଥିଲା। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀମାନେ ଏଣେତେଣେ ଫିଙ୍ଗିଥିବା ଅନୁମାନ କରାଯାଉଛି । କିଛି ଯାତ୍ରୀ ଡଷ୍ଟ୍‌ବିନ୍‌ରେ ବ୍ୟବହାର ହୋଇଥିବା ପିପିଇ କିଟ୍‌ ପକାଉଥିବା ବେଳେ ଆଉ କିଛି ଯାତ୍ରୀ ବାହାରେ ପିଙ୍ଗି ଦେଉଛନ୍ତି। ତେବେ ସିଆଇଏସଫ ସିକ୍ୟୁରିଟି ଧ୍ୟାନ ଦେଲେ ଯାତ୍ରୀ ପିପିଇ କିଟ୍‌କୁ ବାହାରେ ଫିଙ୍ଗିବା ଲାଗି ସାହସ କରନ୍ତେ ନାହିଁ ।

   Related Posts