Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପିଆଜ ପରେ ଆଳୁ ଦର ୫ରୁ ୭ଟଙ୍କା ବୃଦ୍ଧି ,ବର୍ଷା ଯୋଗୁଁ ପଶ୍ଚିମବଙ୍ଗରୁ ଆଳୁ ବିଳମ୍ବରେ ଆସୁଛି

6/01/2020 at 3:11 PM

ଭୁବନେଶ୍ବର ୦୬।୦୧ –  ପିଆଜ ଲୁହ ଆଖିରୁ ଶୁଖିନି ଏବେ ଆଳୁ ବୋଝ ଅସମ୍ଭାଳ ହେଲାଣି । ହଠାତ ଦିନେ ଦି ଦିନ ଭିତରେ ଆଳୁ ଦର କିଲୋପିଛା ୫ରୁ ୭ଟଙ୍କା ବଢ଼ିଯାଇଛି । ଓଡ଼ିଶାର ଅନେକ ସ୍ଥାନରେ ଆଳୁ କିଲୋ ୩୦ ଛୁଇଁଛି । ଆଳୁ ଦର ବଢ଼ିବା ଲୋକଙ୍କୁ ଚିନ୍ତାରେ ପକାଇଛି । 

ଓଡ଼ିଶାକୁ ଆଳୁ ଆସିଥାଏ ପଶ୍ଚିମବଙ୍ଗରୁ । କିନ୍ତୁ ଦୁଇ ଦିନ ଧରି ଲାଗିଥିବା ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମବଙ୍ଗରେ ନୂଆ ଆଳୁ ଆସିବାରେ ବିଳମ୍ବ ହୋଇଛି ।

ଏଣେ ଯାହା ପୁରୁଣା ଆଳୁ ଷ୍ଟକ ଥିଲା ସେ ବି ସରିବା ଉପରେ । ତେଣୁ ଆଳୁର ବଜାର ଦର ହଠାତ ବଢ଼ିଲା ବୋଲି ବ୍ୟବସାୟୀମାନେ କହୁଛନ୍ତି।

   Related Posts