ସାମ୍ନାକୁ ଆସିଲା 'ଗୁଡ୍‌ ନ୍ୟୁଜ୍‌' ପୋଷ୍ଟର, ଚଳିତ ମାସ ହେବ ରିଲିଜ…

Published By : Prameya-News7 Bureau | November 14, 2019 IST

ମୁମ୍ବାଇ୧୪/୧୧:  ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଗୁଡ୍‌ ନ୍ୟୁଜର ପୋଷ୍ଟର ସାମ୍ନାକୁ ଆସି ସାରିଛି। ସୁପରଷ୍ଟାର ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ଅଲଗା ଅଲଗା ପୋଷ୍ଟର ପୋଷ୍ଟ କରିଛନ୍ତି।

wp:core-embed/twitter {"url":"https://twitter.com/akshaykumar/status/1194834897610764289","type":"rich","providerNameSlug":"twitter","className":""}
https://twitter.com/akshaykumar/status/1194834897610764289
/wp:core-embed/twitter

 ଏହି ଫଟୋ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି ଯେ କ୍ରିସମାସ ସିଜିନ୍‌ରେ ଗୁଡ ନ୍ୟୁଜ ଚାରିଆଡ଼େ ଖେଳିଯିବ।

wp:core-embed/twitter {"url":"https://twitter.com/akshaykumar/status/1194840205728964609","type":"rich","providerNameSlug":"twitter","className":""}
https://twitter.com/akshaykumar/status/1194840205728964609
/wp:core-embed/twitter

ସେହିପରି ଦ୍ବିତୀୟ ପୋଷ୍ଟରରେ ମଧ୍ୟ ଅକ୍ଷୟ କୁମାର ଦୁଇଜଣଙ୍କ ଅଭିନେତ୍ରୀଙ୍କ ମଝିରେ ନଜର ଆସୁଛନ୍ତି।  ଏହି ଫିଲ୍ମରେ ବହୁ ବରିଷ୍ଠ କଳାକାର ଅଭିନୟ କରିଛନ୍ତି।

wp:core-embed/twitter {"url":"https://twitter.com/akshaykumar/status/1194846190732369920","type":"rich","providerNameSlug":"twitter","className":""}
https://twitter.com/akshaykumar/status/1194846190732369920
/wp:core-embed/twitter

କରୀନା ଓ ଅକ୍ଷୟଙ୍କ ଯୋଡି ବହୁ ଫିଲ୍ମରେ ହିଟ୍ ହୋଇଥିବାର ରେକର୍ଡ ରହିଛି। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରେ ନିର୍ମିତ ଏହି ଫିଲ୍ମରେ ରାଜ ମେହତା ନିର୍ଦେଶନା ଭାବେ ଡେବ୍ୟୁ କରିବେ। ଏହି ପିଲ୍ମ ଡିସେମ୍ବର ୨୭ ତାରିଖରେ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.