Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସର ରାତି ଅଧିଆ ଚଢ଼ାଉ, ଗୋରୁ ସହ ଦୁଇଟି ଗାଡି ଜବତ ଓ ୨ ଅଟକ

5/10/2021 at 2:50 PM

ନୀଳଗିରି ୦୫/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସର ରାତି ଅଧିଆ । ଚଢ଼ାଉରେ ଗୋରୁ ସହ ଗାଡି ଜବତ କରିଛି ପୋଲିସ । ଗତକାଲି ନୀଳଗିରି ଆଇଆଇସି ଦାୟିତ୍ୱରେ ଥିବା ବାସୁଦେବ ଜୟସିଂହ ବାଇକ ଚୋରି ରାକେଟ ନେଇ ଚଢ଼ାଉ କରି ଫେରିବାବେଳେ କାହାଳିଆ ଅଂଚଳରେ ଧରାପଡିଥିଲା ।

ଗୋରୁ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲସି ଚଢାଉ କରିଥିଲା । ତେବେ ଅଚାନକ ଚଢ଼ାଉ କରି ଦୁଇଟି ପିକଅପ ଭ୍ୟାନ ଜବତ କରିବା ସହ ତିନୋଟି ଗୋରୁ ମଧ୍ୟ ଉଦ୍ଧାର କରିଛନ୍ତି । ଘଟଣାରେ ଦୁଇଜଣଙ୍କୁ ଅଟକ ମଧ୍ୟ ରଖି ପୋଲିସ ତଦନ୍ତ ଚଳାଇଛି ।

   Related Posts