Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

କୋଭିଡ ଟିକା ସେଣ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ପ୍ରତିବାଦ କଲେ ବିଜେପି କର୍ମୀ, ଚିରିଲେ ପୋଷ୍ଟର

22/06/2021 at 7:03 PM

ଢେଙ୍କାନାଳ, ୨୨/୦୬ : କୋଭିଡ ଟିକା ପ୍ରଦାନ ଓ କୋଭିଡ ସେଣ୍ଟର ମାନଙ୍କରେ ଲାଗିଥିବା ପୋଷ୍ଟରରେ ପ୍ରଧାନ ମନ୍ତ୍ରୀଙ୍କ ଫଟୋ ନଥିବା ସାଙ୍ଗକୁ କେବଳ ମୁଖ୍ୟ ମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ ଆରମ୍ଭ ହୋଇଛି । ଏପରିକି ଢେଙ୍କାନାଳରେ ବିଜେପି କର୍ମୀମାନେ ବିଭିନ୍ନ କୋଭିଡ ଟିକା ପ୍ରଦାନ କେନ୍ଦ୍ର ଗୁଡ଼ିକ ଆଗରେ ପ୍ରତିବାଦ କରିଛନ୍ତି ।

କୋଭିଡ ସେଣ୍ଟର ମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଲଗାଯାଇଥିବା ପୋଷ୍ଟର ଗୁଡିକ ଚିରି ପକାଉଥିବା ଦେଖାଯାଇଛି । ବିଜେପି କର୍ମୀ ମାନଙ୍କ ପକ୍ଷରୁ ପୋଷ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଦଳରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁ ବୋଲି ଦାବି କରାଯାଇଛି ।

   Related Posts