Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଲାଲଗଡରେ ଲାଗିଲା ଗୁଇନ୍ଦା ବିଭାଗର ପୋଷ୍ଟର, ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲଙ୍କୁ ଆହ୍ୱାନ

19/07/2021 at 10:42 AM

ଚିତ୍ରକୋଣ୍ଡା, ୧୯/୦୭:  ପୂର୍ବରୁ ଏହି ସ୍ଥାନ ଗୁଡିକରେ ଲାଗୁଥିଲା ଲାଲ୍ ବାହିନୀଙ୍କ ପୋଷ୍ଟର । ବର୍ତ୍ତମାନ୍ ସେହି ସ୍ଥାନରେ ଗୁଇନ୍ଦା ବିଭାଗର ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟର ଲାଗିଛି ସାରକୁବନ୍ଧ ଗ୍ରାମ ନିକଟରେ । ପୋଷ୍ଟର ରେ ନକ୍ସଲ ପନ୍ଥି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କୁହାଯାଇଛି ।

ଲଗାତର ଧରି ଓଡିଶାରେ ମାଓ ଉପଦ୍ରବ କମୁଛି । ମାଲକାନଗିରିରେ ମଧ୍ୟ ଲାଲ ବାହିନୀ ଦୁର୍ବଳ ହେଲେଣି । ପୋଲିସ ଓ ଯବାନଙ୍କ ଅପରେସନରେ ସେମାନେ ଛତ୍ରଭଙ୍ଗ ଦେଉଛନ୍ତି । ଏହାସହ ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କୁହାଯାଉଛି ।  ଏଥି ପାଇଁ ରାଜ୍ୟ ସରକାର ବିପୁଳ ପ୍ରୋତ୍ସାହନ ଦେଇଛନ୍ତି ।

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ଲାଗିଥିଲା ସମସ୍ତ ଦୋଷକୁ ରାଜକ୍ଷମା କରିବା ସହ ମାଗଣା ତାଲିମ, ଘର ଡିହ, ରୋଜଗାର ପନ୍ଥା ଯୋଗେଇ ଦିଆଯିବ । ସମସ୍ତ ମୋକଦ୍ଦମାକୁ ମଧ୍ୟ ପ୍ରତ୍ୟାହର କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ଲାଲ୍ ବାହିନୀଙ୍କୁ ଆୱାନ ଦିଆଯାଇଛି । ନକ୍ସଲ ସଙ୍ଗଠନରେ କାର୍ଯ୍ୟ କରୁଥିବା ପୁରୁଷ ମହିଳା ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ପୋଷ୍ଟର ମାଧ୍ୟମରେ ରାଜ୍ୟ ଗୁଇନ୍ଦା ବିଭାଗ କହିଛି । ଏହାସହ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।

   Related Posts