Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲାଞ୍ଜିଗଡ ବ୍ଲକ୍ ଅଞ୍ଚଳରେ ଲାଗିଲା ପୋଷ୍ଟର, ରାସ୍ତା କାମକୁ ବିରୋଧ

1/02/2020 at 2:46 PM

କଳାହାଣ୍ଡି ୧।୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଆମ୍ବ ଗୁଡା ଗ୍ରାମଠାରେ ଲାଗିଛି ପୋଷ୍ଟର । ରାସ୍ତା କଡର ଏକ କଲଭଟ, ଖଜୁରୀ ଗଛ ଓ ଠିକା କ୍ୟାମ୍ପରେ ରଖାଯାଇଥିବା ଜେସିବି ମେସିନରେ ପୋଷ୍ଟର ଲଗାଯାଇଛି । ଲଗାଯାଇଥିବା ହାତଲେଖା ପୋଷ୍ଟରରେ ରାସ୍ତା କାମକୁ ବିରୋଧ କରାଯାଇଛି । ପୋଷ୍ଟରକୁ ଉଦ୍ଧାର କରି ପୋଷ୍ଟରର ସତ୍ୟତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ।

   Related Posts