Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜମାକାରୀଙ୍କୁ ଭଣ୍ଡେଇ ୧୦ଲକ୍ଷ ଟଙ୍କା ମାରିନେଇଛନ୍ତି ପୋଷ୍ଟ ମାଷ୍ଟର, ଜମାକାରୀ ଠୁଙ୍କିଦେଲେ ତାଲା

9/04/2021 at 4:34 PM

ସାଲେପୁର ୯।୪: ଡାକ ଘରେ ଟଙ୍କା ହେରଫେର । ଖୋଦ୍ ପୋଷ୍ଟମାଷ୍ଟର ଠକି ନେଇଛନ୍ତି ଟଙ୍କା । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଡାକ ସେବା ଅଧିନ ମନୋହରପୁର ଉପ ଡାକଘରୁ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ପୋଷ୍ଟ ଅଫିସରେ ସେକ୍ କମୃଦ୍ଦିନ ଖାଁ  ପୋଷ୍ଟମାଷ୍ଟର ଭାବେ କାମ କରୁଥିବା ସମୟରେ ପାଖାପାଖି ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେରଫେର କରିଥିବାର ଅଭିଯୋଗ ଆଣିଛନ୍ତି ଡାକ ଉପଭୋକ୍ତା । ସେମାନେ ଏହି ପୋଷ୍ଟ ଅଫିସରେ ଦୀର୍ଘଦିନ ଧରି ଟଙ୍କା ରଖିଆସୁଥିବା ବେଳେ ପୋଷ୍ଟମାଷ୍ଟର ସେମାନଙ୍କ ଜମା ଖାତାକୁ ନ ଦେଇ ନିଜ ପାଖରେ ରଖୁଥିବାର ଅଭିଯୋଗ ଆଣିଛନ୍ତି ଉପଭୋକ୍ତା । ନିଜ ପାଖରେ ପୋଷ୍ଟମାଷ୍ଟର ଉପଭୋକ୍ତାମାନଙ୍କର ଜମା ବହି ରଖି ଲୁଟି ଚାଲିଥିଲା ଉପଭୋକ୍ତାମାନଙ୍କ ଟଙ୍କା ।

ସେମାନେ ଜମା କରିଥିବା ଟଙ୍କା ଫେରସ୍ତ ନ କରିବା ଯାଏଁ ପୋଷ୍ଟ ଅଫିସରେ ତାଲା ପକାଇ ରଖିବେ । ଏପଟେ ଅଧିକାରୀଙ୍କ କହିବା କଥା ଯେ, ଏ ବିଷୟରେ  ତଦନ୍ତ କରାଯାଇ ଆଇନ ଅନୁସାରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts